Advertisment

BSFରେ ନିଯୁକ୍ତି ସୁଯୋଗ; ବିଭିନ୍ନ ପଦବୀ ପାଇଁ ଚାଲିଛି ଆବେଦନ

କିପରି କରିବେ ଆବେଦନ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ।

Representative Image

Representative Image

Advertisment

ସୀମା ସୁରକ୍ଷା ବଳ (Border Security Force, BSF)ରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ମାଧ୍ୟମରେ ଗ୍ରୁପ୍ B ଏବଂ Cରେ ବିଭିନ୍ନ ପଦବୀ ପୂରଣ ହେବ। ଅନ୍‌ଲାଇନ୍ ମାଧ୍ୟମରେ ଏହି ଆବେଦନ ଆରମ୍ଭ ହୋଇଯାଇ ଥିବାବେଳେ କିପରି ଆବେଦନ କରିବେ, ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ।

Advertisment

ଏହି ନିଯୁକ୍ତି ପାଇଁ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀମାନେ BSFର ଅଫିସିଆଲ୍ ୱେବ୍‌ସାଇଟ୍‌ bsf.gov.in ମାଧ୍ୟମରେ ଅନଲାଇରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଜୁନ ୧୭, ୨୦୨

ଖାଲି ପଦବୀ: ୧୪୧

  • ଇନିସପେକ୍ଟର୍ (ଲାଇବ୍ରେରିଆନ୍) – ୨ଟି ପୋଷ୍ଟ୍
  •  ପାରାମେଡିକାଲ୍ ଷ୍ଟାଫ୍‌ – ୯୯ଟି ପୋଷ୍ଟ୍
  • SMT WKSP – ୩୭ଟି ପୋଷ୍ଟ୍
  • ଭେଟେନାରୀ ଷ୍ଟାଫ୍ – ୬ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ/ ଦ୍ୱାଦଶ ପାଶ୍
  • ସମ୍ବନ୍ଧୀତ ଟ୍ରେଡ୍‌ରେ ଡିପ୍ଲୋମା/ଡିଗ୍ରୀ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ

ଆବେଦନ ଶୁଳ୍କ:
ସାଧାରଣ ବର୍ଗ – ୧୦୦ ଟଙ୍କା
ଅନ୍ୟମାନେ – ଦେୟ ମୁକ୍ତ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରିରୀକ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା

କିପରି କରିବେ ଆବେଦନ:

  • ବୋର୍ଡର ସିକ୍ୟୁରିଟି ଫୋର୍ସ ଅଫିସିଆଲ୍ ୱେବସାଇଟ୍ rectt.bsf.gov.in ଭିଜିଟ୍ କରନ୍ତୁ
  • ହୋମପେଜ୍‌ରେ Recruitmrnt ଉପରେ କ୍ଲିକ୍ କରନ୍ତୁ
  • Apply ଲିଙ୍କରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ଆବେଦନ ଶୁଳ୍କ ପୈଠ କରନ୍ତୁ
  • Submit କରି ଭବିଷ୍ୟତର ପ୍ରମାଣ ପାଇଁ ଆବେଦନ ଫର୍ମ ପ୍ରିଣ୍ଟ୍ ଡାଉନଲୋଡ କରନ୍ତୁ 
Job Govt Job Job Alert BSF BSF Recruitment Border Security Force
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe