Advertisment

ନିଯୁକ୍ତି ପତ୍ର ମିଳିଲା ହେଲେ ହେଉନି ପୋଷ୍ଟିଂ

ନିଯୁକ୍ତିପତ୍ର ପାଇଲେ ହେଲେ ଚାକିରିରେ ଯୋଗ ଦେଇପାରୁନାହାନ୍ତି ଶହ ଶହ ଚାକିରି ଆଶାୟୀ ।

author-image
Manoj Swain

ନିଯୁକ୍ତିପତ୍ର ପାଇଲେ ହେଲେ ଚାକିରିରେ ଯୋଗ ଦେଇପାରୁନାହାନ୍ତି ଶହ ଶହ ଚାକିରି ଆଶାୟୀ । ଏନେଇ ଆଜି ଶତାଧିକ ପ୍ରାର୍ଥୀ ଅଗ୍ନିଶମ ଡିଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଶୁଣନ୍ତୁ କଣ କହିଛନ୍ତି ସେମାନେ...

Advertisment
Odisha Cuttack