Advertisment

ଡାକ୍ତର ଶୈଳେଶ କୁମାର ଭୁବନେଶ୍ୱର ଏମ୍‌ସର ନୂଆ ଅଧ୍ୟକ୍ଷ

ଡାକ୍ତର ଶୈଳେଶ କୁମାରଙ୍କୁ ଭୁବନେଶ୍ୱର ଏମ୍‌ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

AIIMS

AIIMS

Advertisment

ଭୁବନେଶ୍ଵର AIIMSର ଅଧ୍ୟକ୍ଷ ପଦରୁ ହଟିଲେ ଡାକ୍ତର ଏ କେ ବିଷୋୟୀ। ଡାକ୍ତର ଶୈଳେଶ କୁମାରଙ୍କୁ ଭୁବନେଶ୍ୱର ଏମ୍‌ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏନେଇ ଆଜି ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାନାମା।

Advertisment

ଡାକ୍ତର ଶୈଳେଶ କୁମାର ଏବେ ରାମ ମନୋହର ଲୋହିଆ ହସ୍ପିଟାଲର ସର୍ଜରୀ ବିଭାଗର ପ୍ରଫେସର ଭାବେ କାର୍ଯ୍ୟ କରୁଛନ୍ତି। ତା’ସହିତ ସେ ଭୁବନେଶ୍ଵର ଏମ୍‌ସ ଗଭର୍ଣିଂ ବଡିର ବରିଷ୍ଠ ସଦସ୍ୟ ମଧ୍ୟ ଅଛନ୍ତି।

AIIMS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe