Advertisment

ଶିକ୍ଷକ ନିଯୁକ୍ତି ଅନିୟମିତତା, ସରକାରଙ୍କ ଦୋଷ ଧରିଲେ କୋର୍ଟ

ମୁଣ୍ଡ ଉପରେ ନିର୍ବାଚନ କେତେବେଳେ ବି ତାରିଖ ଘୋଷଣା ହୋଇପାରେ ତେଣୁ ନିକଟ ଭବିଷ୍ୟତରେ ନିଯୁକ୍ତି ଆଶା କମ ।

author-image
Manoj Swain

ଝୁଲିଲା ଭାଗ୍ୟ, ଲଟକିଲା ଚାକିରୀ ଆଶା। ହାଇକୋର୍ଟଙ୍କ ରାୟ ପରେ ଖୁସି ହେଲେ ସିନା ହେଲେ କେବେ ମିଳିବ ନିଯୁକ୍ତି, କେବେ ଶେଷ ହେବ ପୁରା ପ୍ରକ୍ରିୟା ତାକୁ ନେଇ ଦ୍ୱନ୍ଦ୍ୱରେ କନିଷ୍ଠ ଶିକ୍ଷକ ଆଶାୟୀ। କାହିଁକି ନା ଯେହେତୁ ମୁଣ୍ଡ ଉପରେ ନିର୍ବାଚନ କେତେବେଳେ ବି ତାରିଖ ଘୋଷଣା ହୋଇପାରେ ତେଣୁ ନିକଟ ଭବିଷ୍ୟତରେ ନିଯୁକ୍ତି ଆଶା କମ । ହୁଏତ ଯଦି ପୁରା ପ୍ରକ୍ରିୟା ଠିକ ଭାବରେ ହୋଇଥାଆନ୍ତା ତେବେ ନିର୍ବାଚନ ପୂର୍ବରୁ ନିଯୁକ୍ତି ପତ୍ର ମିଳି ଯାଇଥାଆନ୍ତା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Odisha Teacher