Advertisment

କିଏ ସେ ଦଲାଲ୍ ?

ମୁଣ୍ଡ ମାଡି ସାଷ୍ଟାଙ୍ଗ ପ୍ରଣିପାତ ଜଣାଇଲେ, ଷ୍ଟାଫ ସିଲେକସନ୍ କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିବା ପାଇଁ ଅଧିଆ ପଡିଲେ । ଟଙ୍କା ନେଇ କେମିତି ସରକାରୀ ଚାକିରୀ ବିକ୍ରି ହେଉଛି, ଏହାର ସତ୍ୟାତା ପଦାରେ ପଡିଛି।

author-image
Manoj Swain

ରାଜ୍ୟ ସରକାରଙ୍କ ନିଯୁକ୍ତି ସଂସ୍ଥା ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ଦ୍ୱାରା ଜେଇ ସିଭିଲ ମେନ୍ ପରୀକ୍ଷାରେ ଅନିୟମିତତା ଅଭିଯୋଗର ପ୍ରମାଣ ମିଳିବା ପରେ ଏହି ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷା ବାତିଲକୁ ନେଇ ରାଜନୀତିକ ସରଗରମ ବୃଦ୍ଧି ପାଇଥିବାବେଳେ ଚାକିରି ଆଶାୟୀ ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରି ନିଜର ପ୍ରତିବାଦ ଜଣାଇଛନ୍ତି । 

Advertisment
Odisha Ossc