Advertisment

ସୁଇପର ଚାକିରି ପାଇଁ ୪୬ ହଜାର ଗ୍ରାଜୁଏଟଙ୍କ ଆବେଦନ

ହରିଆଣା ସରକାରଙ୍କ ପକ୍ଷରୁ ବାହାରି ଥିବା ସୁଇପର ପଦବୀ ଲାଗି ଏତେ ସଂଖ୍ୟକ ଆଶାୟୀ ଆବେଦନ କରିଥିବା ସୂଚନା ମିଳିଛି ।

Advertisment

ଚାକିରି ସୁଇପର। ଦରମା ୧୫ ହଜାର ଟଙ୍କା । ଆବେଦନକାରୀଙ୍କ ସଂଖ୍ୟା ୧ ଲକ୍ଷ ୭୦ ହଜାର। ଏମାନଙ୍କ ମଧ୍ୟରେ ରହିଛନ୍ତି ୬ ହଜାର ପୋଷ୍ଟ ଗ୍ରାଜୁଏଟ ଓ ୪୦ ହଜାର ଗ୍ରାଜୁଏଟ। ହରିଆଣା ସରକାରଙ୍କ ପକ୍ଷରୁ ବାହାରି ଥିବା ସୁଇପର ପଦବୀ ଲାଗି ଏତେ ସଂଖ୍ୟକ ଆଶାୟୀ ଆବେଦନ କରିଥିବା ସୂଚନା ମିଳିଛି ।

Advertisment
Job Vacancy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe