NHAI(National Highways Authority of India) ରେ ବାହାରିଛି ନିଯୁକ୍ତି ସୁଯୋଗ । ଡେପୁଟି ମ୍ୟାନେଜର ପଦ ପାଇଁ ବାହାରିଛି ବିଜ୍ଞପ୍ତି। ଇଚ୍ଛୁକ ପ୍ରାର୍ଥୀ NHAIର ଅଫିସିଆଲ ୱେବସାଇଟ୍ nhai.gov.in.ରେ ଆବେଦନ କରି ପାରିବେ।
ସମୁଦାୟ ପଦବୀ ସଂଖ୍ୟା- ୬୦
ସାଧାରଣ ବର୍ଗ - ୩୧ପଦବୀ
ଅନୁସୁଚିତ ଜାତି- ୯ପଦବୀ
ଅନୁସୂଚିତ ଜନଜାତି - ୫ ପଦବୀ
OBC-NCL -୧୧ ପଦବୀ
EWS -୪ଟି ପଦବୀ
ଶିକ୍ଷାଗତ ଯୋଗ୍ୟତା
ଇଚ୍ଛୁକ ପ୍ରାର୍ଥୀ ଏକ ସ୍ୱିକୃତୀପ୍ରାପ୍ତ ଅନୁଷ୍ଠାନରୁ ସିଭିଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ବୟସ ସୀମା
ଆଶାୟୀ ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଉର୍ଦ୍ଧ୍ୱ ହୋଇ ନ ଥିବା ଆବଶ୍ୟକ ।
ଆବେଦନ ତାରିଖ
ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି। ଆଶାୟୀ ପ୍ରାର୍ଥୀ ଆସନ୍ତା ମାସ ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରି ପାରିବେ।
ନିଯୁକ୍ତି ପ୍ରକ୍ରିୟା
ଲିଖିତ ପରୀକ୍ଷା ଓ ମେରିଟ୍ ଆଧାରରେ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯିବ ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Jobs
ପୁଲିସ୍ ଏସ୍ଆଇ ପରୀକ୍ଷା ପାଇଁ ତାରିଖ ଘୋଷଣା
ମାର୍ଚ୍ଚ ୧ ତାରିଖରୁ ଆଶାୟୀମାନେ ଡାଉନଲୋଡ୍ କରିପାରିବେ ଆଡ୍ମିଟ୍ କାର୍ଡ।

Jobs
ପ୍ରକାଶ ପାଇଲା ୨୦୨୩-OCS ପ୍ରିଲିମ ରେଜଲ୍ଟ
ଓପିଏସ୍ସିର ୱେବସାଇଟ୍ http://opsc.gov.in ରେ ଓସିଏସ୍ (ପ୍ରିଲିମ) ପରୀକ୍ଷା-୨୦୨୩ର ରେଜଲ୍ଟ ଉପଲବ୍ଧ ଅଛି।

Jobs
ମୋଦି ଗ୍ୟାରେଣ୍ଟିର ଇଫେକ୍ଟ: ମିଳିଲା ୧୬.୭୩ଲକ୍ଷ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି, କିଏ ସେ ଟପ୍-୧୫ ନିବେଶକ
ମେକ୍ ଇନ୍ ଓଡ଼ିଶାର ଚତୁର୍ଥ ସଂସ୍କରଣ ‘ଉତ୍କର୍ଷ ଓଡ଼ିଶା’ କନକ୍ଲେଭ ମାଧ୍ୟମରେ ରାଜ୍ୟରେ ରେକର୍ଡ ପରିମାଣର ପୁଞ୍ଜିନିବେଶ ହେବ ।

Jobs
ଦେଢ଼ବର୍ଷ ପରେ ସରକାରଙ୍କ ମନେପଡ଼ିଲା: ଓଇଆରସି ଅଧ୍ୟକ୍ଷ ପଦବୀ ପୂରଣ ପାଇଁ ଦେଲେ ବିଜ୍ଞାପନ
ଆସନ୍ତା ଫେବୃୟାରୀ ୨୪ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମାଟରେ ଆବେଦନ କରିବାକୁ ବିଜ୍ଞାପନରେ ଦର୍ଶାଯାଇଛି ।

Jobs
ନିଯୁକ୍ତି ଆୟୋଗ ଅଧ୍ୟକ୍ଷମାନଙ୍କ ସହ ବୈଠକ: ସରକାରଙ୍କ ଟାର୍ଗେଟ୍ ୫ ବର୍ଷରେ ଦେଢ଼ଲକ୍ଷ ପଦବୀ ପୂରଣ
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେବା ସହ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ବିଭାଗଗୁଡ଼ିକ ଯଥା- ସ୍ୱାସ୍ଥ୍ୟ, ଗୃହ, ଶିକ୍ଷା ଓ କୃଷି ବିଭାଗରେ ଖାଲି ପଡ଼ିଥିବା ପଦବୀଗୁଡ଼ିକୁ ଯଥାଶୀଘ୍ର ପୂରଣ ପାଇଁ ପରାମର୍ଶ ଦେଇଛନ୍ତି।