କାହିଁକି ବଢ଼ୁନି ସରକାରୀ ଚାକିରି? | Odisha Reporter
ରାଜ୍ୟରେ ସରକାରୀ ଚାକିରି ପାଇଁ ଖୁବ୍ କମ୍ ପଦ ମଞ୍ଜୁରୀ ହେଉଛି । ବର୍ଷକୁ ପ୍ରାୟ ୨୦ ହଜାର ଭଳି ନୂଆ ପଦ ମଞ୍ଜୁର ହେଉଥିବା ମନ୍ତ୍ରୀ ଉତ୍ତର ଦେଉଥିବା ବେଳେ ରାଜ୍ୟରେ ୬.୨୫ ଲକ୍ଷ ମଞ୍ଜୁରୀପ୍ରାପ୍ତ ପଦରୁ ଖାଲିପଡ଼ିଛି ୨.୨୬ ଲକ୍ଷ ପଦ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
