ରେଲୱେରେ ବମ୍ପର ନିଯୁକ୍ତି ସୁଯୋଗ, ୧୦୦୦ରୁ ଅଧିକ ପଦ ଖାଲି

ରେଲୱେରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏକସଙ୍ଗେ ହଜାରେରୁ ଅଧିକ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି।

train

Representative Image

Niharika Rout
  • Published: Saturday, 02 December 2023
  • Updated: 02 December 2023, 01:11 PM IST

Sports

Latest News

ରେଲୱେରେ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ । ଏକସଙ୍ଗେ ହଜାରେରୁ ଅଧିକ ଖାଲି ପଡ଼ିଥିବା ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ସୁଯୋଗ ଉତ୍ତର ପୂର୍ବ ରେଲୱେ ପକ୍ଷରୁ ଜାରି କରାଯାଇଛି।

ମୋଟ ପଦବୀ: ଉତ୍ତର ପୂର୍ବ ରେଲୱେରେ ସମୁଦାୟ ୧୧୦୪ଟି ଅପରେଣ୍ଟିସ୍‌ ପଦବୀ ଖାଲି ପଡ଼ିଛି।

ଗୋରଖପୁରରେ ୪୧୧ ପଦବୀ, ଲକ୍ଷ୍ନୌରେ ୧୫୫ ପଦ, ଇଜ୍ଜତନଗରରେ ୱାର୍କସପ୍‌ ପାଇଁ ୧୫୧ ପଦ, କ୍ୟାରିଜ ଓ ବୈଗନ ପାଇଁ ୬୪ ପଦ, ଗୋଣ୍ଡାରେ ୯୦ ପଦ, ବାରଣାସୀ ପାଇଁ ୭୫ ପଦ, ଗୋରଖପୁର ପାଇଁ ୬୩ ପଦ, ଇଜ୍ଜତନଗରର ଡିଜେଲ ସେଡ ପାଇଁ ୬୦ ପଦ, ଗୋରଖପୁର ବ୍ରିଜ ୱାର୍କସପ୍‌/ କ୍ୟାଣ୍ଟ ପାଇଁ ୩୫ ପଦ ଖାଲି ଥିବା ସୂଚନା ମିଳିଛି ।

କିପରି କରିବେ ଆବେଦନ ?

ଇଚ୍ଛୁକ ପ୍ରାର୍ଥୀ ner.indianrailways.gov.in ୱେବସାଇଟକୁ ଯାଇ ଆବେଦନ କରିପାରିବେ।  ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ଏହାର ଶେଷ ତାରିଖ ଡିସେମ୍ବର ୨୪ ଯାଏ ରହିଛି।

ବୟସ ସୀମା : ସର୍ବନିମ୍ନ ବୟସ ସୀମା ୧୫ ବର୍ଷ ଥିବା ବେଳେ ସର୍ବାଧୀକ ସୀମା ୨୪ ବର୍ଷ ବୋଲି ଜଣାଯାଇଛି।

ଆବେଦନ ଫି: ସାଧାରଣ ବର୍ଗ, ଆର୍ଥିକ ଭାବେ ପଛୁଆ ବର୍ଗ ତଥା ଓବିସି ବର୍ଗ ପ୍ରାର୍ଥୀଙ୍କୁ ଶହେ ଟଙ୍କା ଆବେଦନ ଶୁକ୍ଳ ଦେବାକୁ ପଡ଼ିବ । କିନ୍ତୁ ଅନୁସୁଚିତ ଜାତି, ଜନଜାତି ଓ ମହିଳା ବର୍ଗପ୍ରାର୍ଥୀଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story