ହାକ୍ କରି ବିକ୍ରି ହେଉଛି ଚାକିରି ! | Odisha Reporter
ଜଣେ ପରୀକ୍ଷାର୍ଥୀ ଗତ ବର୍ଷ ଜୁଲାଇ ମାସରେ ପିଇଓ ପରୀକ୍ଷା ଦେଇଥିଲେ। ୧୮୦ ମାର୍କରୁ ରଖିଥିଲେ, ମାଇନସ୍ ୭ । ମାନେ ଶୂନ ଠାରୁ ବି କମ୍ ମାର୍କ। କିଛି ମାସ ପରେ ଅର୍ଥାତ୍ ୨୦୨୪ ଏପ୍ରିଲ ମାସରେ ସେ ଫରେଷ୍ଟ ଗାର୍ଡ ପାଇଁ ଲିଖିତ ପରୀକ୍ଷା ଦେଲେ । ଆଉ ତାଙ୍କୁ ୧୫୦ ମାର୍କରୁ ମିଳିଲା ୧୦୦ ପରସେଣ୍ଟାଇଲ୍ ଅର୍ଥାତ୍ ପରୀକ୍ଷା ଦେଇଥିବା ପିଲାଙ୍କ ଭିତରେ ସର୍ବୋତ୍ତମ ପିଲା । ଯେଉଁ ପରୀକ୍ଷାର୍ଥୀ ପୂର୍ବରୁ ଶୂନ ମାର୍କ ବି ରଖି ପାରୁନଥିଲେ, ସେ ଏବେ କେମିତି ସର୍ବୋଚ୍ଚ ବର୍ଗରେ ରହିପାରିଲେ, ତାହା ବିସ୍ମୟ ସୃଷ୍ଟି କରୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
