ହାକ୍ କରି ବିକ୍ରି ହେଉଛି ଚାକିରି !

  • Published: Thursday, 05 September 2024
  • , Updated: 05 September 2024, 09:20 PM IST

ଜଣେ ପରୀକ୍ଷାର୍ଥୀ ଗତ ବର୍ଷ ଜୁଲାଇ ମାସରେ ପିଇଓ ପରୀକ୍ଷା ଦେଇଥିଲେ। ୧୮୦ ମାର୍କରୁ ରଖିଥିଲେ, ମାଇନସ୍ । ମାନେ ଶୂନ ଠାରୁ ବି କମ୍ ମାର୍କ। କିଛି ମାସ ପରେ ଅର୍ଥାତ୍ ୨୦ ଏପ୍ରିଲ ମାସରେ ସେ ଫରେଷ୍ଟ ଗାର୍ଡ ପାଇଁ ଲିଖିତ ପରୀକ୍ଷା ଦେଲେ । ଆଉ ତାଙ୍କୁ ୧୫୦ ମାର୍କରୁ ମିଳିଲା ୧୦୦ ପରସେଣ୍ଟାଇଲ୍ ଅର୍ଥାତ୍ ପରୀକ୍ଷା ଦେଇଥିବା ପିଲାଙ୍କ ଭିତରେ ସର୍ବୋତ୍ତମ ପିଲା । ଯେଉଁ ପରୀକ୍ଷାର୍ଥୀ ପୂର୍ବରୁ ଶୂନ ମାର୍କ ବି ରଖି ପାରୁନଥିଲେ, ସେ ଏବେ କେମିତି ସର୍ବୋଚ୍ଚ ବର୍ଗରେ ରହିପାରିଲେ, ତାହା ବିସ୍ମୟ ସୃଷ୍ଟି କରୁଛି ।

 

Related story