‘ଓଟିଇଟି ପାଇଁ ଯୋଗ୍ୟ, ଚାକିରି ପାଇଁ ଅଯୋଗ୍ୟ’ | Odisha Reporter
Advertisment
ଯେତେ ଥର OTET ପରୀକ୍ଷା ହେଉଛି ମୁଁ ଦେଉଛି। ସବୁବେଳେ ପାସ୍ ମଧ୍ୟ ହେଉଛି। ମୋ ପାଖରେ ୭ଟି OTET ସାର୍ଟିଫିକେଟ୍ ଅଛି। ସରକାର କହୁଛନ୍ତିି ମୁଁ ଶିକ୍ଷକ ଚାକିରି ପାଇଁ ଯୋଗ୍ୟ ପୁଣି ସରକାର କହୁଛନ୍ତି ମୁଁ ଅଯୋଗ୍ୟ । ସରକାରଙ୍କର କଥାବାର୍ତ୍ତା ଠିକ ନାହିଁ। କିଛି ଏଭଳି କହି ପ୍ରତିକ୍ରିୟା ରଖିଛନ୍ତି ଜଣେ ଜୁନିୟର ଶିକ୍ଷକ ଆଶାୟୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us