ସର୍ବଭାରତୀୟ ପ୍ରଶାସନିକ ସେବା UPSC, ୨୦୨୩ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଦିତ୍ୟ ଶ୍ରୀବାସ୍ତବ IAS ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ। ଏହି ସଫଳତା ପାଇବା ପାଇଁ ଅନିମେଶ ଯେଉଁ ତ୍ୟାଗ ଓ ସଘର୍ଷ କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମାଆଙ୍କର କ୍ୟାନ୍ସର ଟ୍ରିଟମେଣ୍ଟ ଭିତରେ ସମୟ ବାହାର କରି ପାଠ ପଢ଼ିବା ଏବଂ ରେଜଲ୍ଟ ବାହାରିବାର ଠିକ୍ ଗୋଟେ ମାସ ପୂର୍ବରୁ ମାଆଙ୍କ ଦେହାନ୍ତ ତାଙ୍କ ପାଇଁ ସବୁଠୁ କଠିନ ସମୟ ଥିଲା । ଶୁଣନ୍ତୁ ତାଙ୍କ ମୁହଁରୁ ତାଙ୍କ ସଫଳତା ପଛର ସଂଘର୍ଷର କାହାଣୀ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ପୁଲିସ୍ ଡ୍ରାଇଭର ନିଯୁକ୍ତିରେ ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗତ ଅକ୍ଟୋବର ୭ ତାରିଖରେ ଓଡ଼ିଶା ପୁଲିସରେ ୪୦୫ଟି ଡ୍ରାଇଭର ପଦରେ ନିଯୁକ୍ତି ପାଇଁ ପୁଲିସ ସିଲେକ୍ସନ ବୋର୍ଡ଼ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।
Jobs
ଆଗାମୀ ଦିନରେ ଫାୟାର ମ୍ୟାନ ପଦବୀରେ ନିଯୁକ୍ତ ହୋଇପାରନ୍ତି ମହିଳା
୮୨୬ ଜଣ ଆଗ୍ନିକ ଓ ୧୧୫ ଜଣ ଆଗ୍ନିକ ଗାଡିଚାଳକଙ୍କୁ ନିଯୁକ୍ତିପତ୍ର ପ୍ରଦାନ।
Jobs
‘ସରକାରୀ ଚାକିରିଆଙ୍କ ଅବସର ସୀମା ୮୦ କରି ଦିଅନ୍ତୁ’
ପିଲାମାନେ ଅପେକ୍ଷା କରିଥିଲେ ନିଯୁକ୍ତି ବିଜ୍ଞପ୍ତିକୁ। ବିଜ୍ଞପ୍ତି ବାହାରିଲା। କିନ୍ତୁ ପିଲାମାନଙ୍କ ପାଇଁ ନୁହେଁ,ଅବସର କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବାକୁ।
Jobs
SBIରେ ପୂରଣ ହେବ ୧୬୯ ପଦବୀ, ଇଞ୍ଜିନିୟରିଂ ପିଲାଙ୍କ ପାଇଁ ରହିଛି ସୁଯୋଗ
ସ୍ପେଶାଲ କ୍ୟାଡର ଅଫିସର ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି।