Advertisment

ପୁଲିସ ବିଭାଗରେ ନିଯୁକ୍ତି ସୁଯୋଗ, ପୂରଣ ହେବ ୧୩ ଶହରୁ ଅଧିକ ପଦବୀ

ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇଗଲାଣି ଆବେଦନ ପ୍ରକ୍ରିୟା।

Police

Police

Advertisment

କନଷ୍ଟେବଳ ପଦବୀ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ନିଯୁକ୍ତି ମାଧ୍ୟମରେ ୧୩ ଶହରୁ ଅଧିକ ପଦବୀ ପୂରଣ ହେବ। ଏଥିପାଇଁ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଆବେଦନ ପାଇଁ ପ୍ରାର୍ଥୀଙ୍କୁ ଦଶମ ପାସ୍ କରିଥିବା ଆବଶ୍ୟକ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଓଡ଼ିଶା ପୁଲିସର ଅଫିସିଆଲ୍ ୱେବ୍‌ସାଇଟ୍‌ odishapolice.gov.in ମାଧ୍ୟମରେ ଆବେଦନ କରିପାରିବେ। ଏଥିପାଇଁ ୨୩ ସେପ୍ଟେମ୍ବରରୁ ଆବେଦନ ଆରମ୍ଭ ହୋଇଗଲାଣି। ଆବେଦନର ଶେଷ ତାରିଖ ୧୩ ଅକ୍ଟୋବର ରହିଛି। ଏହାରି ମଧ୍ୟରେ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଖାଲି ପଦବୀ: ୧୩୬୦ଟି ପୋଷ୍ଟ୍
UR - ୯୧୫ 
SCBC - ୬ 
SC - ୧୮୯ 
ST - ୨୫୦ 

ବୟସ ସୀମା:
ସର୍ବନିମ୍ନ ବୟସ - ୧୮ବର୍ଷ
ସର୍ବାଧିକ ବୟସ - ୨୩ବର୍ଷ

ମାସିକ ଦରମା:
ସର୍ବନିମ୍ନ ଦରମା - ୨୧,୭୦୦ ଟଙ୍କା
ସର୍ବାଧିକ ଦରମା - ୬୯,୧୦୦ ଟଙ୍କା

ଆବେଦନ ଶୁଳ୍କ:
ପ୍ରତ୍ୟେକ ବର୍ଗ - ଦେୟମୁକ୍ତ

ଚୟନ ପ୍ରକ୍ରିୟା:
କମ୍ପ୍ୟୁଟର ଆଧାରିତ ପରୀକ୍ଷା (CBRE)
ଫିଜିକାଲ ଟେଷ୍ଟ ସହ ଡ୍ରାଇଭିଂ ଓ ଡାକ୍ତରୀ ପରୀକ୍ଷା
ଡକ୍ୟୁମେଣ୍ଟ୍ ଯାଞ୍ଚ

Advertisment
Job Odisha Govt Job Job Opportunity Job Alert
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe