ଆଠ ଘଣ୍ଟା ପଢିବା ଅସମ୍ଭବ, ଟାର୍ଗେଟ ଦରକାର | Odisha Reporter
ଆଜି ପ୍ରକାଶ ପାଇଲା ୨୦୨୨ ମସିହାର ଓଏଏସ୍ ରେଜଲ୍ଟ। ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ଟେନ୍ରେ ୫ ମହିଳା ଓ ୫ ପୁରୁଷ ରହିଛନ୍ତି। ୪ ନମ୍ବର ରାଙ୍କରେ ରହିଛନ୍ତି ପ୍ରଜ୍ଞା ପାରଙ୍ଗମ । ରାଙ୍କ୍ ୪ରେ ରହିବା ପରେ କ’ଣ କହୁଛନ୍ତି ପ୍ରଜ୍ଞା, ଦେଖନ୍ତୁ....
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
