Advertisment

OJS ପରୀକ୍ଷା ଫଳ; ଚତୁର୍ଥ ରାଙ୍କରେ କଳାହାଣ୍ତିର ଝିଅ ରାଣୀ ରଞ୍ଜିତା

ଓଜେଏସ୍ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି କଳାହାଣ୍ତିର ଝିଅ ରାଣୀ ରଞ୍ଜିତା ପଟ୍ଟନାୟକ ।

Advertisment

ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି । ଓଜେଏସ୍ ପରୀକ୍ଷାରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି କଳାହାଣ୍ତିର ଝିଅ ରାଣୀ ରଞ୍ଜିତା ପଟ୍ଟନାୟକ । ନିଜ ସଫଳତାକୁ ନେଇ ରାଣୀ ରଞ୍ଜିତା କଣ କହିଛନ୍ତି ଶୁଣନ୍ତୁ। 

Advertisment
Odisha Kalahandi Opsc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe