+୨ ପିଲାଙ୍କ ପାଇଁ ଅଫର; ହୋମିଓପାଥି, ଆୟୂର୍ବେଦରେ ଚାକିରି ସୁଯୋଗ

ଆପଣ ଯୁକ୍ତ ୨ ପାସ୍‌ କରିଛନ୍ତି । ପ୍ରାଞ୍ଜଳ ଭାବେ ଓଡ଼ିଆ କହି ପାରୁଛନ୍ତି ଓ ଲେଖି ପାରୁଛନ୍ତି। ତା’ ହେଲେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ନିଯୁକ୍ତି ସୁଯୋଗ ।

Jobs

Representative Image

Niharika Rout
  • Published: Friday, 05 April 2024
  • Updated: 05 April 2024, 01:09 PM IST

Sports

Latest News

ଆପଣ ଯୁକ୍ତ ୨ ପାସ୍‌ କରିଛନ୍ତି । ପ୍ରାଞ୍ଜଳ ଭାବେ ଓଡ଼ିଆ କହି ପାରୁଛନ୍ତି ଓ ଲେଖି ପାରୁଛନ୍ତି। ତା’ ହେଲେ ଆପଣଙ୍କ ପାଇଁ ଆସିଛି ସୁବର୍ଣ୍ଣ ନିଯୁକ୍ତି ସୁଯୋଗ । ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ କମିଶନ(OSSC) ଆଣିଛି ବମ୍ପର ନିଯୁକ୍ତି ଅଫର୍‌ । ବିଭିନ୍ନ ବିଭାଗରେ ବାହାରିଛି ୬୭୩ ପଦବୀ । ଏକାସଙ୍ଗେ ଇଚ୍ଛୁକ ପ୍ରାର୍ଥୀମାନେ www.ossc.gov. ୱେବସାଇଟ୍‌ରେ ଆବେଦନ କରି ପାରିବେ।

ଖାଲି ପଦବୀ: ୬୭୩

କେଆରଟେକର-୨ ପଦବୀ

ଆର୍ୟୂବେଦ ଆସିଷ୍ଟାଣ୍ଟ-୨୨୦ ପଦବୀ

ହୋମିଓପାଥି ଆସିଷ୍ଟାଣ୍ଟ- ୨୧୬ ପଦବୀ

Unani ଆସିଷ୍ଟାଣ୍ଟ- ୭ ପଦବୀ

ଜୁନିୟର ଫିସରିଜ୍‌ ଆସିଷ୍ଟାଣ୍ଟ-୨୧୨ ପଦବୀ

ଅମିନ - ୧୬ ପଦବୀ

ଶିକ୍ଷାଗତ ଯୋଗ୍ୟତା

ଆବେଦନ ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ୨ ପାସ୍‌ ହୋଇଥିବା ଆବଶ୍ୟକ । ଯେକୌଣସି ସ୍ୱିକୃତୀପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଆଶାୟୀମାନେ ଯୁକ୍ତ ୨ ପାସ୍‌ କରିଥିବା ଆବଶ୍ୟକ ।

ଆବେଦନ ତାରିଖ

ଆସନ୍ତା ୨୫ ତାରିଖରୁ ଏହି ସବୁ ପଦବୀ ନିମନ୍ତେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ମେ’ ୨୪ ତାରିଖ ରହିଛି।

ବୟସ ସୀମା

ଚଳିତ ବର୍ଷ ଜାନୁୟାରୀ ୧ ତାରିଖ ସୁଦ୍ଧା ଆଶାୟୀ ପ୍ରାର୍ଥୀଙ୍କ ବୟସ ୩୮ ବର୍ଷରୁ ଅଧିକ ହୋଇ ନ ଥିବା ଉଚିତ ।

କିପରି କରିବେ ଆବେଦନ?

ପ୍ରଥମେ ossc.gov.inର ଅଫିସିଆଲ ସାଇଟ୍‌କୁ ଯାଆନ୍ତୁ ।

ଏହି ସାଇଟ୍‌ର ହୋମ ପେଜରେ ଥିବା recruitment linkରେ କ୍ଲିକ୍‌ କରନ୍ତୁ ।

ଏହାପରେ ଫର୍ମ ଡାଉନଲୋଡ କରି ତାହାକୁ ଫିଲଅପ୍‌ କରି ସବମିଟ୍‌ କରନ୍ତୁ ।

ଅଧିକ ବିବରଣୀ ossc.gov.inର ଅଫିସିଆଲ ସାଇଟ୍‌ରୁ ପାଇ ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story