‘ବିଜେଡି ପାଣ୍ଠି ପାଇଁ ବିକ୍ରି ହୋଇଛି ସରକାରୀ ଚାକିରି’

OSSSC ଦ୍ବାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ।

Manoj Swain
  • Published: Wednesday, 11 September 2024
  • Updated: 11 September 2024, 03:48 PM IST

Sports

Latest News

ବିଜେଡି ପାଣ୍ଠି ଯୋଗାଡ଼ ପାଇଁ ବିକ୍ରି ହୋଇଛି ସରକାରୀ ଚାକିରି । ଏମିତି କିଛି ସଂଗୀନ ଅଭିଯ଼ୋଗ କରି OSSSC କାର୍ଯ଼୍ୟାଳୟ ସମ୍ମୁଖରେ ଚାକିରିରୁ ବଂଚିତ ହୋଇଥିବା ଛାତ୍ରଛାତ୍ରୀ ବିକ୍ଷୋଭ ପଦର୍ଶନ କରିଛନ୍ତି। OSSSC ଦ୍ବାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ଦେଖନ୍ତୁ ପୂରା ରିପୋର୍ଟ ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos