‘BJD ପାଣ୍ଠି ପାଇଁ ବିକ୍ରି ହୋଇଛି ସରକାରୀ ଚାକିରୀ’ || OSSSC || Odisha Job Scam || Odisha Reporter
Advertisment
ବିଜେଡି ପାଣ୍ଠି ଯୋଗାଡ଼ ପାଇଁ ବିକ୍ରି ହୋଇଛି ସରକାରୀ ଚାକିରି । ଏମିତି କିଛି ସଂଗୀନ ଅଭିଯ଼ୋଗ କରି OSSSC କାର୍ଯ଼୍ୟାଳୟ ସମ୍ମୁଖରେ ଚାକିରିରୁ ବଂଚିତ ହୋଇଥିବା ଛାତ୍ରଛାତ୍ରୀ ବିକ୍ଷୋଭ ପଦର୍ଶନ କରିଛନ୍ତି। OSSSC ଦ୍ବାରା ପରିଚାଳିତ ଫରେଷ୍ଟର, ଫରେଷ୍ଟ ଗାର୍ଡ ଓ ଲାଇଭ ଷ୍ଟକ ଇନସ୍ପେକ୍ଟର ନିଯୁକ୍ତି ପରୀକ୍ଷାରେ ବଡ଼ ଧରଣର ଘୋଟାଲା ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us