କେଳାଙ୍କାରୀ ପଛରେ ବଡବଡିଆଙ୍କ ହାତ ! | Odisha Reporter
କେଳାଙ୍କାରୀ ପଛରେ ବଡ଼ବଡ଼ିଆଙ୍କ ହାତ!
କିଏ ଦେଉଛି ବ୍ଲାଙ୍କ ଚେକ ତ କିଏ ବନ୍ଧା ପକାଉଛି ସାର୍ଟିଫିକେଟ। ଶତପ୍ରତିଶତ ଚାକିରୀ ଦେବାକୁ ଦେଉଛନ୍ତି ପ୍ରତିଶ୍ରୁତି। ଓପିଏସସି ଓ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ନାଁରେ ଆସୁଛି ସାଂଘାତିକ ଅଭିଯୋଗ।
କେଳାଙ୍କାରୀ ପଛରେ ବଡବଡିଆଙ୍କ ହାତ ! | Odisha Reporter
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
