କିଏ ଦେଉଛି ବ୍ଲାଙ୍କ ଚେକ ତ କିଏ ବନ୍ଧା ପକାଉଛି ସାର୍ଟିଫିକେଟ। ଶତପ୍ରତିଶତ ଚାକିରୀ ଦେବାକୁ ଦେଉଛନ୍ତି ପ୍ରତିଶ୍ରୁତି। ଓପିଏସସି ଓ ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ନାଁରେ ଆସୁଛି ସାଂଘାତିକ ଅଭିଯୋଗ।