Advertisment

ପାଠ ପଢିପଢି ହାଲିଆ, ପରୀକ୍ଷାରେ ଫିଟିଛି ଘଳିଆ

କିଏ ସରକାରୀ ଚାକିରୀ ଖଣ୍ଡେ ପାଇବାକୁ ଘର ବନ୍ଧା ପକାଇଛି ତ, କିଏ ଦିନକୁ ୪୦ କିଲୋମିଟର ସାଇକେଲ ପେଲି ରାଜଧାନୀର ଜୟଦେବ ଭବନ, ଷ୍ଟେଟ ଲାଇବ୍ରେରୀ ଆସୁଛନ୍ତି। ପ୍ରତିଦିନ ଏମିତି କସରତ କରିବା ଭିତରେ ଚପଲ ଘୋରି ହୋଇ ଯାଉଛି, ପ୍ୟାଣ୍ଟ ଚିରି ଯାଉଛି !

Advertisment

କିଏ ସରକାରୀ ଚାକିରୀ ଖଣ୍ଡେ ପାଇବାକୁ ଘର ବନ୍ଧା ପକାଇଛି ତ କିଏ ଦିନକୁ 40 କିଲୋମିଟର ସାଇକେଲ ପେଲି ରାଜଧାନୀର ଜୟଦେବ ଭବନ, ଷ୍ଟେଟ ଲାଇବ୍ରେରୀ ଆସୁଛନ୍ତି। ପ୍ରତିଦିନ ଏମିତି କସରତ କରିବା ଭିତରେ ଚପଲ ଘୋରି ହୋଇ ଯାଉଛି, ପ୍ୟାଣ୍ଟ ଚିରି ଯାଉଛି। ଶୁଖିଲା ବ୍ରେଡ ଖାଇ ସମୟ କାଟୁଛନ୍ତି। ହେଲେ ଆଉ କିଛି ପିଲା ଆଦୌ ବହି ନଖୋଲି ବି ବାଜି ମାରି ନେଉଛନ୍ତି। ଏହା ବହୁ ବର୍ଷ ଧରି ଚାଲି ଆସୁଥିବା ବେଳେ ଏବେ ପଦାକୁ ଆସିଛି।

Advertisment
Odisha Ossc
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe