Advertisment

‘ଚେୟାରମ୍ୟାନଙ୍କ ସାହାସ ନାହିଁ ଆମକୁ ଦେଖା କରିବେ’

JE ମେନ ସିଭିଲ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ନେଇ ତାତିଲେ ପରୀକ୍ଷାର୍ଥୀ, OSSC କାର୍ଯ୍ୟାଳୟ ଘେରିବା ପରେ ସେଠାରୁ ଖାଲି ପାଦରେ ଚାଲିଚାଲି ଆସି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଆଗରେ JE ମେନ ସିଭିଲ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ । ପ୍ରଶ୍ନପତ୍ର ଲିକ୍‌ରେ ସାମିଲ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ।

author-image
Manoj Swain

ଓଏସଏସସି ଚେୟାରମ୍ୟାନଙ୍କର ସାହାସ ନାହିଁ ଆମକୁ ଦେଖା କରିବେ। ସେମାନେ ସେଥିକି ଭୁଲ କରିଛନ୍ତି ବୋଲି ଆମକୁ ଦେଖାକରିବାକୁ ଆସିନାହାନ୍ତି, ଆମେ ଯାହା କରିବୁ ଏହି ଚେୟାରମ୍ୟାନ ଦାୟୀ ରହିବେ ବୋଲି କହିଛନ୍ତି ଜଣେ ପରୀକ୍ଷାର୍ଥୀ।

Advertisment
Odisha Ossc