Advertisment

ଓଡ଼ିଶାରେ ବିପୁଳ ସରକାରୀ ଚାକିରି ପାଇଁ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞାପନ

ଓଡିଶା ସରକାରରେ ବିଭିନ୍ନ ପୋଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଜାଣନ୍ତୁ କେବେଠୁ କରିବେ ଆବେଦନ...

ଅଦ୍ୟତନ ହୋଇଛି
OSSSC

File Photo

Advertisment

ଓଡିଶା ସରକାରରେ ବିଭିନ୍ନ ପୋଷ୍ଟରେ ଆବେଦନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ସରକାରୀ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ (OSSSC) ମେଗା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। OSSSC ସୂତ୍ର ଅନୁଯାୟୀ, ଆସନ୍ତା ମାସରେ ମଧ୍ୟରେ ରେଭିନ୍ୟୁ ଇନ୍ସପେକ୍ଟର (ଆରଆଇ) ଏବଂ ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର(ଏଆରଆଇ), ଅମିନ, ଫରେଷ୍ଟର, ଷ୍ଟାଟିଷ୍ଟିକ୍ ଫିଲ୍ଡ ସର୍ଭେୟର୍ ଏବଂ ଲାଇଭଷ୍ଟକ୍ ଇନ୍ସପେକ୍ଟର ପଦବୀ ପୂରଣ ହେବ।

Advertisment

ବର୍ତ୍ତମାନ ଆୟୋଗ ଏହାର ନିଯୁକ୍ତି କ୍ୟାଲେଣ୍ଡରକୁ ସଂଶୋଧନ କରିଛନ୍ତି। ସଂଶୋଧିତ କ୍ୟାଲେଣ୍ଡର ଅନୁଯାୟୀ, ଲାବୋରେଟୋରୀ ଟେକ୍ନିସିଆନ, ରେଡିଓଗ୍ରାଫର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ପଦବୀ ପାଇଁ ବିଜ୍ଞାପନ ଚଳିତ ମାସ ପ୍ରକାଶ ପାଇବ। ଖାଲିଥିବା ପଦବୀ ଏବଂ ଆଶା କରାଯାଉଥିବା ବିଜ୍ଞପ୍ତି ତାରିଖ ବାବଦନେ ନିମ୍ନରେ ବର୍ଣ୍ଣା କରାଯାଇଛି...

ଲାବୋରେଟୋରୀ ଟେକ୍ନିସିଆନ୍
ମୋଟ ପୋଷ୍ଟ- 921
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅଗଷ୍ଟ 2023

Advertisment

ରେଡିଓଗ୍ରାଫର୍ 
ମୋଟ ପୋଷ୍ଟ- 378
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅଗଷ୍ଟ 2023

ଫରେଷ୍ଟର 
ମୋଟ ପୋଷ୍ଟ- 316
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅଗଷ୍ଟ 2023

ଫରେଷ୍ଟ ଗାର୍ଡ
ମୋଟ ପୋଷ୍ଟ- 802
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅଗଷ୍ଟ 2023

ପଶୁପାଳନ ନିରୀକ୍ଷକ
ମୋଟ ପୋଷ୍ଟ- 719
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅଗଷ୍ଟ 2023

ଫାର୍ମାସିଷ୍ଟ
ମୋଟ ପୋଷ୍ଟ- 1002
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ସେପ୍ଟେମ୍ବର 2023

MPHW(M)
ମୋଟ ପୋଷ୍ଟ- 1451
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ସେପ୍ଟେମ୍ବର 2023

ରାଜସ୍ୱ ନିରୀକ୍ଷକ
ମୋଟ ପୋଷ୍ଟ- 562
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅକ୍ଟୋବର 2023

ସହକାରୀ ରାଜସ୍ୱ ନିରୀକ୍ଷକ
ମୋଟ ପୋଷ୍ଟ- 839
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅକ୍ଟୋବର 2023

ଅମିନ
ମୋଟ ପୋଷ୍ଟ- 686
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅକ୍ଟୋବର 2023

ICDS(ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭ୍ଲପମେଣ୍ଟ ସର୍ଭିସ୍) ସୁପରଭାଇଜର
ମୋଟ ପୋଷ୍ଟ- 258
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅକ୍ଟୋବର 2023

ଷ୍ଟାଟିଷ୍ଟିକ୍ ଫିଲ୍ଡ ସର୍ଭେୟର୍
ମୋଟ ପୋଷ୍ଟ- 258
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଅକ୍ଟୋବର 2023

HEW(ହର୍ଟିକଲ୍ଚର୍ ଏକ୍ସଟେନସନ୍ ୱାର୍କର୍)
ମୋଟ ପୋଷ୍ଟ- 94
ସରକାରୀ ବିଜ୍ଞପ୍ତିର ଆଶା କରାଯାଉଥିବା ତାରିଖ- ଶୀଘ୍ର ପ୍ରକାଶ ପାଇବ |

RI ARI Amin Recruitment Big Update OSSSC Odisha Govt Vacancies Job Opportunity
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe