Advertisment

ରେଲୱେ ଚାକିରି ଅପେକ୍ଷାରେ ଅଛନ୍ତି କି? ରହିଛି ନିଯୁକ୍ତି ସୁଯୋଗ

ଅନ୍‌ଲାଇନ ମାଧ୍ୟମରେ ୯ ମାର୍ଚ୍ଚ ୨୦୨୪ରୁ ଆରମ୍ଭ ହୋଇଯିବ ଆବେଦନ ପ୍ରକ୍ରିୟା...

Train

Train

Advertisment

ଭାରତୀୟ ରେଳବାଇରେ ୯୦୦୦ ପଦବୀ ଖାଲି ପଡିଛି। ଏହି ସବୁ ପଦବୀ ପାଇଁ ରେଲୱେ ନିଯୁକ୍ତି ବୋର୍ଡ ଏକ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ ଓ ସିଗ୍‌ନାଲ୍ ପଦବୀ ପୂରଣ ହେବ। ଏଥିପାଇଁ ଅନଲଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। 

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRB ର ଅଫିସିଆଲ୍ ୱେବ୍‌ସାଇଟ୍ https://indianrailways.gov.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଅନ୍‌ଲାଇନ ମାଧ୍ୟମରେ ୯ ମାର୍ଚ୍ଚ ୨୦୨୪ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୮ ଏପ୍ରିଲ୍ ୨୦୨୪ ଆବେଦନର ଶେଷ ତାରିଖ ରହିଛି।

ଖାଲି ପଦବୀ:

  • ମୋଟ୍ ପଦବୀ – ୯୦୦୦ 
  • ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୧୦୦ ପୋଷ୍ଟ୍‌
  • ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୭୯୦୦ ପୋଷ୍ଟ୍‌
Advertisment

ବୟସ ସୀମା:

  • ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୧୮ ରୁ ୩୬ ବର୍ଷ
  • ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୧୮ ରୁ ୩୩ ବର୍ଷ

ଦରମା:

  • ଟେକ୍ନିସିଆନ୍ ଗ୍ରେଡ୍ I ସିଗନାଲ୍ – ୨୯,୨୦୦ ଟଙ୍କା
  • ଟେକ୍ନିସିଆନ୍ ଗ୍ରେଡ୍ III ସିଗନାଲ୍ – ୧୯,୯୦୦ ଟଙ୍କା

ଆବେଦନ ଶୁଳ୍କ:

  • SC/ST, EMS,PwBD, OBC, ମହିଳା, ଦିବ୍ୟାଙ୍ଗ, ଟ୍ରାନ୍ସଜେଣ୍ଡର, ଅଳ୍ପସଂଖ୍ୟକ – ୨୫୦ ଟଙ୍କା
  • ଅନ୍ୟମାନେ – ୫୦୦ ଟଙ୍କା

ଅଧିକ ବିବରଣୀ ପାଇଁ ଅଫିସିଆଲ ୱେବସାଇଟ୍ ଭିଜିଟ୍ କରନ୍ତୁ। 

Job Opportunity Railway Job Job Alert RRB Recruitment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe