/odisha-reporter/media/post_attachments/uploadimage/library/16_9/16_9_0/IMAGE_1694447809.jpg)
Lokaseva Bhaban
ରାଜ୍ୟ ସରକାର ଆଜି ୬ ଜଣ ଆଇପିଏସ୍ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି। ସେମାନେ ଡିଆଇଜି ପାହ୍ୟାକୁ ଉନ୍ନୀତ ହୋଇଛନ୍ତି। ଏହି ସମସ୍ତ ଆଇପିଏସ୍ ଅଫିସର ହେଉଛନ୍ତି ୨୦୧୦ ବ୍ୟାଚ୍ର।
Advertisment
ଡିଆଇଜି ଭାବେ ପଦୋନ୍ନତି ପାଇଥିବା ଆଇପିଏସ୍ ଅଫିସରମାନେ ହେଉଛନ୍ତି- ମିତ୍ରଭାନୁ ମହାପାତ୍ର, ସାରା ଶର୍ମା, କନୱର ବିଶାଲ ସିଂ, ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ ଶିବା ସୁବ୍ରମଣି।
ଏହି ୬ ଜଣଙ୍କ ମଧ୍ୟରୁ ଆଶିଷ କୁମାର ସିଂହ, ପାରୁଲ ଗୁପ୍ତା ଓ ଶିବା ସୁବ୍ରମଣି ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
