୭୮୬ଟି ଅଧ୍ୟାପକ ପଦବୀ ପୂରଣ କରିବାକୁ SSB ବାହାର କରିଛି ବିଜ୍ଞପ୍ତି, ୨୦ରୁ ଅନ୍‌ଲାଇନ୍ ଆବେଦନ

ଯେଉଁ ବିଷୟ ଗୁଡ଼ିକରେ ଏହି ନିଯୁକ୍ତି ହେବ ସେହି ବିଷୟରେ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମ୍‌ରେ ୫୫% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

Lecture

Representational Image

Jitendra Garnayak
  • Published: Monday, 11 March 2024
  • Updated: 11 March 2024, 01:37 PM IST

Sports

Latest News

ରାଜ୍ୟରେ ଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ ୭୮୬ଟି ଅଧ୍ୟାପକ ପଦବୀ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଉଚ୍ଚ ଶିକ୍ଷା ବିଭାଗର ଷ୍ଟେଟ୍ ସିଲେକ୍ସନ ବୋର୍ଡ ବା ଏସ୍‌ଏସ୍‌ବି।

ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ମାର୍ଚ୍ଚ ୨୦ ତାରିଖ ଅପରାହ୍ନ ଗୋଟାଏରୁ ଅନ୍‌ଲାଇନ୍‌ରେ ଆବେଦନ କରିପାରିପାରିବେ। ଅନ୍‌ଲାଇନ ଆବେଦନର ଶେଷ ତାରିଖ ଏପ୍ରିଲ ୧୯ ତାରିଖ ରହିଛି। ପ୍ରାର୍ଥୀମାନେ ଏସ୍‌ଏସ୍‌ବିର ୱେସାଇଟ www.ssbodisha.ac.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରି ପାରିବେ। ଅନ୍‌ଲାଇନ୍‌ ବ୍ୟତୀତ ଆଉ କୌଣସି ଉପାୟରେ ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ଏସ୍‌ଏସ୍‌ବି ପକ୍ଷରୁ ସ୍ପଷ୍ଟ ଭାବେ ବିଜ୍ଞପ୍ତିରେ କୁହାଯାଇଛି।

ବୟସ ସୀମା

୨୦୨୪ ଜାନୁଆରୀ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କୁ ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିପରି ଏହି ତାରିଖ ସୁଦ୍ଧା ପ୍ରାର୍ଥୀମାନଙ୍କ ବୟସ ୪୨ ବର୍ଷରୁ ଅଧିକ ନହୋଇଥିବା ଆବଶ୍ୟକ। ଅର୍ଥାତ୍ ପ୍ରାର୍ଥୀମାନେ ୧୯୮୨ ଜାନୁଆରୀ ୨ ତାରିଖ ପୂର୍ବରୁ ଓ ୨୦୦୩ ଜାନୁଆରୀ ୧ ତାରିଖ ପରେ ଜନ୍ମ ହୋଇନଥିବା ଆବଶ୍ୟକ। ତେବେ ଏସ୍‌ସି, ଏସ୍‌ଟି, ଏସ୍‌ଇବିସି, ମହିଳା ଓ ଏକ୍ସ-ସର୍ଭିସମ୍ୟାନଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୫ ବର୍ଷ କୋହଳ କରାଯାଇଛି। ସେହିଭଳି ଦିବ୍ୟାଙ୍ଗଙ୍କ ପାଇଁ ସର୍ବାଧିକ ବୟସ ସୀମାରେ ୧୦ ବର୍ଷ କୋହଳ କରାଯାଇଛି।

Also Read

ଶିକ୍ଷାଗତ ଯୋଗ୍ୟତା ଓ ଦରମା

ଯେଉଁ ବିଷୟ ଗୁଡ଼ିକରେ ଏହି ନିଯୁକ୍ତି ହେବ ସେହି ବିଷୟରେ ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଅତିକମ୍‌ରେ ୫୫% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ତେବେ ଏସ୍‌ସି, ଏସ୍‌ଟି, ଏସ୍‌ଇବିସି, ମହିଳା, ଏକ୍ସ-ସର୍ଭିସମ୍ୟାନ ଓ ଦିବ୍ୟାଙ୍ଗ ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ୫୦% ମାର୍କ ରଖି ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହି ୭୮୬ଟି ଅଧ୍ୟାପକ ପଦରେ ଯେଉଁମାନେ ନିଯୁକ୍ତି ପାଇବେ ସେମାନଙ୍କ ପେ’ ସ୍କେଲ୍ ୪୪,୯୦୦ରୁ ୧,୪୨,୪୦୦ ଟଙ୍କା ରହିଛି।

ଚୟନ ପ୍ରକ୍ରିୟା

ଏହି ନିଯୁକ୍ତି ପାଇଁ ୧୫୦ ମାର୍କର ଲିଖିତ ପରୀକ୍ଷା ହେବ। ସେହିପରି ୨୫ ମାର୍କର ମୌଖିକ ପରୀକ୍ଷା ହେବ। ଆଉ ୨୫ ମାର୍କ କ୍ୟାରିୟର ଆସେସମେଣ୍ଟ ପାଇଁ ରହିଛି। ଏହିଭଳି ମୋଟ ୨୦୦ ମାର୍କରୁ ପ୍ରାର୍ଥୀଙ୍କୁ ଚୟନ କରାଯିବ।

ବିଷୟ ଓ ନିଯୁକ୍ତି ହେବାକୁ ଥିବା ପଦ ସଂଖ୍ୟା

  • Anthropology 1
  • Botany 32
  • Chemistry 50
  • Commerce 46
  • Economics 56
  • Education 54
  • English 50
  • Geography 6
  • Hindi 4
  • History 109
  • Home Science 4
  • IRPM 1
  • Logic & Philosophy 32
  • Mathematics 33
  • Odia 111
  • Physics 31
  • Political Science 69
  • Psychology 9
  • Sanskrit 41
  • Sociology 14
  • Telugu 1
  • Zoology 32

ଏହି ବିଜ୍ଞପ୍ତି ସଂପର୍କରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲକ୍‌ କରନ୍ତୁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story