ଟଙ୍କା ଦିଅ ଚାକିରି କର। ଦଲାଲ ହାତରେ ମାଳ ମାଳ ଚାକିରି। ପାଠ ପଢିପଢି ହାଲିଆ, ଟଙ୍କା ଦେଖାଉଛି କମାଲ୍। ମେଧାବୀ ପାଉନାହାନ୍ତି ଚାକିରି। ଯେଉଁମାନେ ହାତଗୁଞ୍ଜା ଦେଉଛନ୍ତି, ସେମାନଙ୍କ ହାତରେ ଚାକିରି। ସରକାର କହୁଛନ୍ତି ସ୍ୱଚ୍ଛତାର କଥା ହେଲେ ତାହା କାମରେ ଲାଗୁନି। କିଛି ଏଭଳି କହି ଅଭିଯୋଗ କରୁଛନ୍ତି ଛାତ୍ରଛାତ୍ରୀ। ଏହାକୁ ନେଇ ଓଡିଶା ରିପୋର୍ଟରର ସୋସିଆଲ ଡିବେଟ୍ (SOCIAL DEBATE)ରେ ଆଲୋଚନା ‘ଚାକିରି ବିକ୍ରି ହୁଏ କି ?' ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Jobs
GAIL ଇଣ୍ଡିଆରେ ପୂରଣ ହେବ ୨୬୧ଟି ପଦବୀ, ସୁଯୋଗ ନେଇପାରିବେ ଇଞ୍ଜିନିୟରିଂ ପିଲା
ସିନିୟର ଇଞ୍ଜିନିୟର ସମେତ ଅନ୍ୟାନ୍ୟ ପଦବୀ ପାଇଁ ଚାଲିଛି ଆବେଦନ ପ୍ରକ୍ରିୟା।
Jobs
ରେଲୱେ ଚାକିରି ସୁଯୋଗ; ଆସନ୍ତାକାଲିଠୁ ଆବେଦନ ଆରମ୍ଭ
ବିଭିନ୍ନ ପଦବୀ ପୂରଣ ପାଇଁ ରେଳବାଇ ନିଯୁକ୍ତି ସେଲ୍ (RRC) ବିଜ୍ଞପ୍ତି ଜାରି କରିିଛି।
Jobs
ପୁଲିସ SI ମାନଙ୍କ ପାଇଁ ଖୁସି ଖବର, କୋହଳ ହେଲା ନିୟମ
ଚଳିତ ବର୍ଷ ପାଇଁ ପଦୋନ୍ନତି ନିୟମରେ କୋହଳ ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
Jobs
ହୋମ୍ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ
ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ହେଉଛି ୧୭,୬୭୫।