Advertisment

ଚାକିରି ବିକ୍ରି ହୁଏ କି ?

'ଟଙ୍କା ଦିଅ ଚାକିରି କର। ଦଲାଲ ହାତରେ ମାଳ ମାଳ ଚାକିରି। ପାଠ ପଢିପଢି ହାଲିଆ, ଟଙ୍କା ଦେଖାଉଛି କମାଲ୍। ମେଧାବୀ ପାଉନାହାନ୍ତି ଚାକିରି।'

ଅଦ୍ୟତନ ହୋଇଛି
Advertisment

ଟଙ୍କା ଦିଅ ଚାକିରି କର। ଦଲାଲ ହାତରେ ମାଳ ମାଳ ଚାକିରି। ପାଠ ପଢିପଢି ହାଲିଆ, ଟଙ୍କା ଦେଖାଉଛି କମାଲ୍। ମେଧାବୀ ପାଉନାହାନ୍ତି ଚାକିରି। ଯେଉଁମାନେ ହାତଗୁଞ୍ଜା ଦେଉଛନ୍ତି, ସେମାନଙ୍କ ହାତରେ ଚାକିରି। ସରକାର କହୁଛନ୍ତି ସ୍ୱଚ୍ଛତାର କଥା ହେଲେ ତାହା କାମରେ ଲାଗୁନି। କିଛି ଏଭଳି କହି  ଅଭିଯୋଗ କରୁଛନ୍ତି ଛାତ୍ରଛାତ୍ରୀ। ଏହାକୁ ନେଇ ଓଡିଶା ରିପୋର୍ଟରର ସୋସିଆଲ ଡିବେଟ୍ (SOCIAL DEBATE)ରେ ଆଲୋଚନା ‘ଚାକିରି ବିକ୍ରି ହୁଏ କି ?' ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar Social Debate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe