Advertisment

ଦୌଡ଼ି ପଳାଇଲେ ଅଭୟ !

ସଂସ୍କୃତ ଓ ହିନ୍ଦୀ ଆଶାୟୀ ଶିକ୍ଷକମାନେ ପରୀକ୍ଷାରେ ତ୍ରୁଟି ଥିବା ଅଭିଯୋଗ କରି OSSC ଅଫିସ କାର୍ଯାଳୟ ଆଗରେ ଧାରଣା ଦେଇଛନ୍ତି।

author-image
Manoj Swain

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ ମାଧ୍ୟମରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ନିଯୁକ୍ତି ପାଇଁ ହୋଇଥିଲା ପରୀକ୍ଷା । ୨୧ ସେପ୍ଟେମ୍ବରରେ ସଂସ୍କୃତ ପାଇଁ ପରୀକ୍ଷା ଥିବାବେଳେ, ୨୨ରେ ଥିଲା ହିନ୍ଦୀ ନିମନ୍ତେ ପରୀକ୍ଷା । ଆଉ ବଲାଙ୍ଗିରରୁ ବାଲେଶ୍ୱର । କୋରାପୁଟରୁ କେନ୍ଦ୍ରାପଡ଼ା ସବୁଠୁ ଆସି ପରୀକ୍ଷା ଦେଇଥିଲେ ଶହ ଶହ ଶିକ୍ଷକ ଆଶାୟୀ । ଆଉ ପ୍ରଶ୍ନପତ୍ରରେ ବ୍ୟାପକ ତ୍ରୁଟି ଥିବା ଦର୍ଶାଇ ମଙ୍ଗଳବାର ଓଡ଼ିଶା ଷ୍ଟାଫ ସିଲେକସନର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ଶିକ୍ଷକ ଆଶାୟୀ ।

Advertisment
Odisha Bhubaneswar Ossc