Advertisment

ପ୍ରକାଶ ପାଇଲା UPSC ପରୀକ୍ଷା ଫଳ; ଓଡ଼ିଆ ପୁଅ ପ୍ରଜ୍ଞାନନ୍ଦନ ପାଇଲେ ୨୪ ରାଙ୍କ

ଏହି ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଛନ୍ତି।

author-image
Manoj Swain

ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ (ସର୍ବଭାରତୀୟ ପ୍ରଶାସନିକ) ପରୀକ୍ଷା ଫଳ। ଏଥିରେ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ। ଏହି ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଛନ୍ତି। ଏହି ସଫଳତାକୁ ନେଇ ପ୍ରଜ୍ଞାନନ୍ଦନ ଗିରି କଣ କହିଛନ୍ତି ଶୁଣନ୍ତୁ।

Advertisment
UPSC Result Odisha