UPSC CSE 2023 Topper Pragyananda Giri Reaction After Achieving Rank 24 In Civil Services | OR
Advertisment
ପ୍ରକାଶ ପାଇଲା UPSC ସିଭିଲ ସର୍ଭିସ (ସର୍ବଭାରତୀୟ ପ୍ରଶାସନିକ) ପରୀକ୍ଷା ଫଳ। ଏଥିରେ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଓଡିଆ ପୁଅ ଅନିମେଶ ପ୍ରଧାନ। ଏହି ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଓଡ଼ିଶାରୁ ପ୍ରଜ୍ଞାନନ୍ଦନ ଗିରି ୨୪ ରାଙ୍କ ପାଇଛନ୍ତି। ଏହି ସଫଳତାକୁ ନେଇ ପ୍ରଜ୍ଞାନନ୍ଦନ ଗିରି କଣ କହିଛନ୍ତି ଶୁଣନ୍ତୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us