ରାଜରାସ୍ତାରେ ଗୁରୁ ଗର୍ଜନ । ସରକାରଙ୍କ ସରକାରୀ ଯୋଜନାକୁ ନେଇ ବର୍ଷିବା ସହ ଆମ ସମସ୍ୟା ଦେଖାଯାଉନି କି ବୋଲି ପ୍ରଶ୍ନ କରିଛନ୍ତି । ଏପରିକି 5-T ସଚିବ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜଣେ ଶିକ୍ଷକ ।