Advertisment

କେବେ ପରୀକ୍ଷା କରିବ OSSSC ?

ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ANM ପରୀକ୍ଷାର୍ଥୀଙ୍କ ପ୍ରତିବାଦ।

author-image
Manoj Swain
ଅଦ୍ୟତନ ହୋଇଛି

ତାରିଖ ପରେ ତାରିଖ ଘୁଞ୍ଚୁଛି, କେବେ ପରୀକ୍ଷା କରିବ OSSSC ? ଏ ଚିତ୍ର ଗତ ଶୁକ୍ରବାରର। ଓଡିଶା ସବ୍-ଅର୍ଡିନେଟ୍ ଷ୍ଟାଫ ସିଲେକସନ କମିଶନ ଅଫିସ ଆଗରେ ANM ପରୀକ୍ଷାର୍ଥୀଙ୍କ ପ୍ରତିବାଦ। ଗତ ଡିସେମ୍ବର ମାସରେ RI, ARI, ICDS ସୁପରଭାଇଜର ଓ ଅମିନ ପଦବି ପାଇଁ OSSSC ପକ୍ଷରୁ ବିଜ୍ଞାପନ ବାହାରିଥିଲା। ହେଲେ ଏହା ଭିତରେ ୭ ଥର ବଦଳିଲାନି ପରୀକ୍ଷା ତାରିଖ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ossc