କୁଆଡ଼େ ଗଲା 1% ସ୍ପୋର୍ଟସ କୋଟା ?

ଖେଳାଳିମାନଙ୍କୁ ଗ୍ରୁପ-ଏ, ବି,ସି ଓ ଡି ବର୍ଗର ଚାକିରିରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି। କିନ୍ତୂୁ...

Manoj Swain
  • Published: Wednesday, 03 January 2024
  • Updated: 03 January 2024, 11:15 AM IST

ରାଜ୍ୟ ସରକାର କେବଳ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରୁଛନ୍ତି ବୋଲି ଦାବି କରୁଛନ୍ତି। ଖେଳାଳିମାନଙ୍କୁ ଗ୍ରୁପ-ଏ, ବି,ସି ଓ ଡି ବର୍ଗର ଚାକିରିରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି। କିନ୍ତୂୁ ମେଧାବୀ ଖେଳାଳିଙ୍କୁ ମିଳୁନି ଚାକିରି ପାଇଁ ଥିବା 1% ସ୍ପୋର୍ଟସ କୋଟା । ପ୍ରଫେସର ପଦ ନ ପାଇ ହାଇକୋର୍ଟର ଦ୍ବାରସ୍ଥ ହେଉଛନ୍ତି ଖେଳାଳି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos