କୁଆଡ଼େ ଗଲା 1% ସ୍ପୋର୍ଟସ କୋଟା? | Odisha Reporter
Advertisment
ରାଜ୍ୟ ସରକାର କେବଳ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରୁଛନ୍ତି ବୋଲି ଦାବି କରୁଛନ୍ତି। ଖେଳାଳିମାନଙ୍କୁ ଗ୍ରୁପ-ଏ, ବି,ସି ଓ ଡି ବର୍ଗର ଚାକିରିରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି। କିନ୍ତୂୁ ମେଧାବୀ ଖେଳାଳିଙ୍କୁ ମିଳୁନି ଚାକିରି ପାଇଁ ଥିବା 1% ସ୍ପୋର୍ଟସ କୋଟା । ପ୍ରଫେସର ପଦ ନ ପାଇ ହାଇକୋର୍ଟର ଦ୍ବାରସ୍ଥ ହେଉଛନ୍ତି ଖେଳାଳି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us