"ଦାବି ପୂରଣ ନକଲେ ଏଥର ସରକାରଙ୍କୁ ଗାଦିଚ୍ୟୁତ କରିବୁ । ସରକାରଙ୍କୁ ଦୋହଲେଇଦେବୁ । ସରକାର ଆମ ଭିତରେ ଭାଗ ଭାଗ କରିଛନ୍ତି। ସମାନ କାମକୁ ସମାନ ଦରମା ଦେଉନାହାନ୍ତି । ଯାହାକୁ ନେଇ ରାଜରାସ୍ତାକୁ ଆସୁଥିବା କହିଛନ୍ତି ବିଭିନ୍ନ ଶିକ୍ଷକ ସଂଘ । ଏହାକୁ ନେଇ ଓଡିଶା ରିପୋର୍ଟରର ସୋସିଆଲ ଡିବେଟ୍ରେ (SOCIAL DEBATE) ଆଲୋଚନା "ଶିକ୍ଷକ ହେଲେ ଭାଗ ଭାଗ, କାହାର ହେଉଛି ଲାଭ" ? ଦେଖନ୍ତୁ ପୂରା ରିପୋର୍ଟ। Advertisment "