ଅଦ୍ୟତନ ହୋଇଛି
ଶିକ୍ଷକ କାହିଁକି ଭାଗ ଭାଗ ?| SOCIAL DEBATE | Who Benefits From The Split In The Teachers’ Community ? |
Advertisment
ଦାବି ପୂରଣ ନକଲେ ଏଥର ସରକାରଙ୍କୁ ଗାଦିଚ୍ୟୁତ କରିବୁ । ସରକାରଙ୍କୁ ଦୋହଲେଇଦେବୁ । ସରକାର ଆମ ଭିତରେ ଭାଗ ଭାଗ କରିଛନ୍ତି। ସମାନ କାମକୁ ସମାନ ଦରମା ଦେଉନାହାନ୍ତି । ଯାହାକୁ ନେଇ ରାଜରାସ୍ତାକୁ ଆସୁଥିବା କହିଛନ୍ତି ବିଭିନ୍ନ ଶିକ୍ଷକ ସଂଘ । ଏହାକୁ ନେଇ ଓଡିଶା ରିପୋର୍ଟରର ସୋସିଆଲ ଡିବେଟ୍ରେ (SOCIAL DEBATE) ଆଲୋଚନା ‘ଶିକ୍ଷକ ହେଲେ ଭାଗ ଭାଗ, କାହାର ହେଉଛି ଲାଭ’ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us