ଖୋଜୁଛନ୍ତି କି ଜୀବନସାଥୀ? ମନପସନ୍ଦର ଲାଇଫ ପାର୍ଟନର ପାଇବାକୁ ଜାଣନ୍ତୁ ୧୦ଟି ସୂତ୍ର

ଆରେଞ୍ଜ ମ୍ୟାରେଜ କରିବାକୁ ଯାଉଛନ୍ତି କି ? ତା’ହେଲେ ବିବାହକୁ  ନେଇ ମନରେ ଅନେକ ଦ୍ୱନ୍ଦ୍ୱ ଉପୁଜୁଥିବ ନିଶ୍ଚିତ । ବାପା ମା’ ଚୟନ କରିଥିବା ପ୍ରାର୍ଥୀ କେମତି ହୋଇଥିବେ।  ତାଙ୍କ ଚିନ୍ତାଧାରା ଅପଣଙ୍କ ସହିତ ମେଳ ଖାଇବ କି ନାହିଁ , ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବ । ତେବେ ଏସବୁ ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ ପଢ଼ନ୍ତୁ ଆମର କେତୋଟି ଟିପ୍ସ । ୧-ବିବାହ ପାଇଁ ବାପା ମା’ ପସନ୍ଦ କରିଥିବା ଜୀବନସାଥୀଙ୍କୁ […]

Rakesh Mallick
  • Published: Monday, 11 September 2017
  • Updated: 11 September 2017, 09:36 PM IST

Sports

Latest News

ଆରେଞ୍ଜ ମ୍ୟାରେଜ କରିବାକୁ ଯାଉଛନ୍ତି କି ? ତା’ହେଲେ ବିବାହକୁ  ନେଇ ମନରେ ଅନେକ ଦ୍ୱନ୍ଦ୍ୱ ଉପୁଜୁଥିବ ନିଶ୍ଚିତ । ବାପା ମା’ ଚୟନ କରିଥିବା ପ୍ରାର୍ଥୀ କେମତି ହୋଇଥିବେ।  ତାଙ୍କ ଚିନ୍ତାଧାରା ଅପଣଙ୍କ ସହିତ ମେଳ ଖାଇବ କି ନାହିଁ , ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରୁଥିବ । ତେବେ ଏସବୁ ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ ପଢ଼ନ୍ତୁ ଆମର କେତୋଟି ଟିପ୍ସ ।

୧-ବିବାହ ପାଇଁ ବାପା ମା’ ପସନ୍ଦ କରିଥିବା ଜୀବନସାଥୀଙ୍କୁ ଭେଟିବା ପୂର୍ବରୁ ଆଗ ନିଜକୁ ପ୍ରଶ୍ନ କରନ୍ତୁ । ଆପଣ ବିବାହ କରିବା ପାଇଁ ମାନସିକ ଓ ଶାରିରୀକ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ତ ? ବିବାହ ପୂର୍ବୁର ଥରେ ତାଙ୍କ ସହ ଏକାନ୍ତରେ କଥା ହୁଅନ୍ତୁ । ପରସ୍ପରକୁ ଜାଣନ୍ତୁ, ଏବଂ ବୁଝିବାକୁ ଚେଷ୍ଟା କରନ୍ତୁ ।

୨-ଯଦି ଆପଣ ବିବାହ କରିବାକୁ ମନସ୍ତ କରିସାରିଛନ୍ତି ତା’ହେଲେ ଆପଣ କେମିତି ଜୀବନ ସାଥୀ ଚାହୁଁଛନ୍ତି ସେ ବିଷରେ ଚିନ୍ତା କରନ୍ତୁ । ବିବାହ ପରେ ଆପଣଙ୍କ ପତ୍ନୀ ଚାକିରି କରିବା ଆବଶ୍ୟକ କି ନାଁ।

ଘରେ ରହି ଆପଣଙ୍କ ପରିବାରକୁ ଧ୍ୟାନ ଦେବା ଦରକାର ତାହା ନିର୍ଣ୍ଣୟ ନିଅନ୍ତୁ। କାରଣ ଅନେକ ମହିଳା ବାହାଘର ପରେ ବି ଚାକିରି କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଚାକିରି କ୍ଷେତ୍ରରେ ବ୍ୟସ୍ତତା ଯୋଗୁଁ ଆପଣଙ୍କୁ କିମ୍ବା ପରିବାରକୁ ସମୟ ଦେଇ ପାରିବେ ନାହିଁ । ଫଳରେ ଘରେ ଅଶାନ୍ତି ଆରମ୍ଭ ହୋଇଥାଏ ।

୩-ବିଗତ ଦଶବର୍ଷ ମଧ୍ୟରେ ଯ଼ୁଗ ଅନେକ ବଦଳିଛି। ରୀତିନୀତିରେ  ବି ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ କେବଳ ପରିବାର ବର୍ଗ ଯାହାକୁ ପସନ୍ଦ କରୁଥିଲେ ତାଙ୍କୁ ହିଁ ସ୍ୱୀକାର କରିବାକୁ ପଡ଼ୁଥିଲା ।  କିନ୍ତୁ ଏବେ ଏହି ଧାରାରେ ପରିବର୍ତ୍ତନ ଆସିଛି । ତେଣୁ ବିବାହ ପୂର୍ବରୁ ପ୍ରାର୍ଥୀଙ୍କ ବାୟୋଡାଟା ଭଲଭାବରେ ଚେକ୍ କରନ୍ତୁ। ଏହା ଅପଣଙ୍କ ବୈବାହିକ ଜୀବନ ପାଇଁ ଭଲ ।

୪-ବିବାହ ପୂର୍ବରୁ ଅଧିକାଂଶ ମହିଳା ମନ ଖୋଲା ଆଲୋଚନା କରିବାକୁ ଭୟ କରନ୍ତି । ଲାଜ କରନ୍ତି । ତେଣୁ ପରସ୍ପର କାଥାବାର୍ତ୍ତା କଲାବେଳେ ଦମ୍ଭର ସହ କଥା ହୁଅନ୍ତୁ । ଯେପରି ଭାବର ଆଦାନପ୍ରଦାନ ହୋଇପାରିବ।

୫-ଯିଏ ଆପଣଙ୍କ ହାତ ଧରିବ ତାଙ୍କ ସହ କଥା ହେବା ପାଇଁ ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଆଉ ସେ ସମସ୍ତ ବିଷୟରେ  ଆଲୋଚନା କରନ୍ତୁ । ଫଳରେ ଆପଣ ତାଙ୍କ ମାନସିକତାକୁ ବୁଝିପାରିବେ। ଏଥିସହ ତାଙ୍କ ଭବିଷ୍ୟତ ବିଚାରଧାରା ବିଷୟରେ ସାମୟିକ ଅବଗତ ହୋଇପାରିବେ।

୬-ଯଦି ଆପଣ ବିବାହ ପାଇଁ ସ୍ଥିର କରିଛନ୍ତି  ଅବା  ଭବିଷ୍ୟତରେ କେହି ଆପଣଙ୍କର ଜୀବନସାଥୀ ହେବାକୁ ଯାଉଛନ୍ତି ତା’ହେଲେ ଆପଣ ତାଙ୍କ ନିଷ୍ପତ୍ତିକୁ  ସମ୍ମାନ ଦେବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ । ଏଥିରେ ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ ।

୭- ବିବାହ ପୂର୍ବୁର ନିଜର ଲୁକ ପ୍ରତି ଧ୍ୟାନ ଦିଅନ୍ତୁ । ଶାରିରୀକ ଗଠନ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । କାରଣ ସୁନ୍ଦର ଦିଶିବା ସବୁ କ୍ଷେତ୍ରରେ ଗୁରୁତ୍ୱ ରଖେ ।

୮-ଆପଣ  ନିଜ ଜୀବନ ସାଥୀ ବିଷୟରେ ଅଧିକ କିଛି ଜାଣିବାକୁ ଚେଷ୍ଟା କରନ୍ତୁ । ତାଙ୍କର ଅଭ୍ୟାସ କଣ ? ତାଙ୍କ ରୁଚି ଅରୁଚି ବିଷୟର ଜାଣିବାକୁ ଚେଷ୍ଟା କରନ୍ତୁ ।

୯-ଜୀବନସାଥୀଙ୍କୁ ଭେଟିବା ପୂର୍ବରୁ ସୁଗନ୍ଧିତ ଅତର ମାଖି ହୁଅନ୍ତୁ । କାରଣ ଏହା ଇମ୍ପ୍ରେଶନ ବଢ଼ାଇବାରେ ଖୁବ୍‌ ସହାୟକ ହୋଇଥାଏ। ତେଣୁ ଡିଓଡୋରାଣ୍ଟ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ । ଏଥିସହିତ ଧ୍ୟାନ ରଖନ୍ତୁ ଡିଓଡୋରାଣ୍ଟ ଯେପରି  ବାସ୍ନାଯୁକ୍ତ ହୋଇଥିବ ।

୧୦-ଜୀବନସାଥୀଙ୍କ ସହିତ ବାର୍ତ୍ତାଳାପ କଲାବେଳେ ସଞ୍ଜମତା ରକ୍ଷା କରନ୍ତୁ। ବିଶେଷ କରି କୋମଳ କଣ୍ଠ ଓ  ଭାଷା ପ୍ରତି ଧ୍ୟାନ ଦିଅନ୍ତୁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story