Advertisment

ଜୀବନର ପ୍ରଥମ ଥର ସେକ୍ସ କିପରି କରିବେ

ପ୍ରଥମ ଅନୁଭୂତି ସମସ୍ତଙ୍କ ପାଇଁ ଖାସ ରହିଥାଏ। ତାହା ଭୁଲିବା କଷ୍ଟକର। ସେ ପ୍ରଥମ ପ୍ରେମ ହେଉ ବା ପ୍ରଥମ ସେକ୍ସ। ତେଣୁ ପ୍ରଥମ ଅନୁଭୂତିକୁ ଚିର ସ୍ମରଣୀୟ ରଖିବା ପାଇଁ ଭିନ୍ନଭିନ୍ନ ରୂପ ଦିଆଯାଏ। ସେକ୍ସ ଲାଇଫ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭିନ୍ନ ଅନୁଭୂତି ଦେଇଥାଏ। ଅନେକ ସମୟରେ ସେକ୍ସକୁ ଆମେ କେବଳ ଏକ ଆମୋଦ ପ୍ରମୋଦର ବୋଲି ଭାବି ଥାଉ। ତେବେ ଯଦି ଆପଣ ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ଯାଉଛନ୍ତି […]

author-image
Rakesh Mallick
ଅଦ୍ୟତନ ହୋଇଛି
ଜୀବନର ପ୍ରଥମ ଥର ସେକ୍ସ କିପରି କରିବେ

1st sex

ପ୍ରଥମ ଅନୁଭୂତି ସମସ୍ତଙ୍କ ପାଇଁ ଖାସ ରହିଥାଏ। ତାହା ଭୁଲିବା କଷ୍ଟକର। ସେ ପ୍ରଥମ ପ୍ରେମ ହେଉ ବା ପ୍ରଥମ ସେକ୍ସ। ତେଣୁ ପ୍ରଥମ ଅନୁଭୂତିକୁ ଚିର ସ୍ମରଣୀୟ ରଖିବା ପାଇଁ ଭିନ୍ନଭିନ୍ନ ରୂପ ଦିଆଯାଏ। ସେକ୍ସ ଲାଇଫ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଭିନ୍ନ ଅନୁଭୂତି ଦେଇଥାଏ। ଅନେକ ସମୟରେ ସେକ୍ସକୁ ଆମେ କେବଳ ଏକ ଆମୋଦ ପ୍ରମୋଦର ବୋଲି ଭାବି ଥାଉ। ତେବେ ଯଦି ଆପଣ ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ରଖିବାକୁ ଯାଉଛନ୍ତି ତାହାହେଲେ କେଉଁ ଦିଗ ଉପରେ ଅଧିକ ଧ୍ୟାନ ଦେବେ....।

Advertisment

୧-ପ୍ରଥମ ଥର ପାଇଁ ସେକ୍ସ କରିବାକୁ ଯାଉଥିଲେ ଆପଣ ତରବର ହୁଅନ୍ତୁ ନାହିଁ।

୨- ସେକ୍ସ ସମୟରେ ଯେପରି ଗର୍ଭ ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

୩-ସାଥୀଙ୍କ ଶରୀର ବଡି ଲାଙ୍ଗୁଏଜକୁ ପଢିବାକୁ ଚେଷ୍ଟାକରନ୍ତୁ।

୪-ସାଥୀଙ୍କ ସହ ବିତେଇ ଥିବା ସ୍ମରଣୀୟ ସମୟକୁ ସେୟାର କରି ନିଜର ହେବାକୁ ଚେଷ୍ଚା କରନ୍ତୁ।

୫-ସାଥୀଙ୍କ ଇଚ୍ଛା ବିରୋଧରେ କିଛି କରିବାକୁ ଚେଷ୍ଟା କରନ୍ତୁ ନାହିଁ।

୬- ସାଥୀଙ୍କ ପସନ୍ଦ ଓ ନାପସନ୍ଦକୁ ବିଶେଷ ଧ୍ୟାନ ଦିଅନ୍ତୁ।

୭-ସେକ୍ସ ସମୟରେ ମୋବାଇଲ ସାଇଲେଣ୍ଟ ରଖନ୍ତୁ।

୮- ସେକ୍ସ ସମୟରେ ସାଥୀଙ୍କ ସମ୍ନାରେ ମୋବାଇଲରେ ଫେସବୁକ୍‌, ଟ୍ୱିଟର, ହ୍ୱାଟ୍ସଆପ୍‌ ଖୋଲନ୍ତୁ ନାହିଁ ।

Advertisment

୯- ସେକ୍ସ ସମୟରେ ଅନ୍ୟମନସ୍କ ହେଲେ ଆନନ୍ଦ ନଷ୍ଟ ହୋଇଯାଏ।

୧୦-ସାଥୀଙ୍କ ସହିତ ବଳ ପୂର୍ବକ କିଛି କଲେ ସମ୍ପର୍କରେ ଫାଟ ହୋଇଯାଏ।