୨୯ ତାରିଖ, ଶନିବାର; କେମିତି କଟିବ ଆଜିର ଦିନ

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦ ଭିତରେ ଫସନ୍ତୁ ନାହିଁ। ଧନପ୍ରାପ୍ତି ହେବାର ସୁଯୋଗ ରହିଛି। ବୃଷ- ବୈବାହିକ ଜୀବନରେ କିଛି ସମସ୍ୟା ଥିଲେ ଆଜି ସମାଧାନ ହେବ। ଚିକିରି କ୍ଷେତ୍ରରେ ସଫଳତା ମିଳିବ। ଆଜି କିଛି କିଣାକିଣି କରି ପାରନ୍ତି। ମିଥୁନ- ପରିବାରର ସହଯୋଗ ମିଳିବ। ଦୂର ଯାତ୍ରା କରିବାର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ। କର୍କଟ- ଏହି ରାଶି ଲୋକମାନେ ଆଜି କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। […]

zodaic

Rakesh Mallick
  • Published: Saturday, 29 July 2017
  • , Updated: 29 July 2017, 07:32 AM IST

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ଯାତ୍ରା କରନ୍ତୁ ନାହିଁ। ବାଦ-ବିବାଦ ଭିତରେ ଫସନ୍ତୁ ନାହିଁ। ଧନପ୍ରାପ୍ତି ହେବାର ସୁଯୋଗ ରହିଛି।

ବୃଷ- ବୈବାହିକ ଜୀବନରେ କିଛି ସମସ୍ୟା ଥିଲେ ଆଜି ସମାଧାନ ହେବ। ଚିକିରି କ୍ଷେତ୍ରରେ ସଫଳତା ମିଳିବ। ଆଜି କିଛି କିଣାକିଣି କରି ପାରନ୍ତି।

ମିଥୁନ- ପରିବାରର ସହଯୋଗ ମିଳିବ। ଦୂର ଯାତ୍ରା କରିବାର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ।

କର୍କଟ- ଏହି ରାଶି ଲୋକମାନେ ଆଜି କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାହାର କ୍ଷତି କରନ୍ତୁ ନାହିଁ। ହଠାତ୍ ଧନପ୍ରାପ୍ତି ହୋଇପାରେ।

ସିଂହ- ଅଫିସରେ ନିଜ ବସ୍‌ଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଛତ୍ରଛାତ୍ରୀମାନେ ଆଜି ଦିନର ସାବଧାନତା ଅବଲମ୍ୱନ କରନ୍ତୁ।

କନ୍ୟା- ଯାନବାହନ କିଣି ପାରନ୍ତି। ବ୍ୟସାୟରେ କ୍ଷତି ଘଟି ପାରେ। ଜୀବନସାଥୀଙ୍କ ଠାରୁ ସହଯୋଗ ମିଳିବ।

ତୁଳା- ସ୍ୱାସ୍ଥ୍ୟ ଭଲ ରହିବ। ଋଣରୁ ମୁକ୍ତି ମଳିବ। ପୁରୁଣା ବନ୍ଧୁଙ୍କ ଠାରୁ ଆଜି ସହଯୋଗ ମିଳିବ।

ବିଛା- ଯାନବାହାନ ଦୁର୍ଘଟଣାର ଯୋଗ ରହିଛି। ନିଜ କଥା ଉପରେ ନିୟମନ୍ତ୍ରଣ ରଖନ୍ତୁ। ଶନି ଦେବଙ୍କୁ ପ୍ରାର୍ଥନା କରନ୍ତୁ।

ଧନୁ- ପ୍ରିୟଜନଙ୍କ ସହିତ ସାକ୍ଷାତ ହୋଇପାରେ। ମାନ-ସମ୍ମାନ ମିଳିବ। ଅଟକି ରଖିଥିବା ଧନ ଆଜି ମିଳିପାରେ।

ମକର- ଚାକିରିରେ ପରିବର୍ତ୍ତନ ହେବ। ବୈବାହିକ ଜୀବନରେ ସମସ୍ୟା ଭିତରେ ଗତି କରିବ। ଧୈର୍ଯ୍ୟର ସହ କାମ କରନ୍ତୁ।

କୁମ୍ଭ- ମକଦ୍ଦମାରେ ବୁଝାମଣା ହୋଇପାରେ। ଜୀବନରେ ହସ ଓ ଖୁସି ଭରି ଉଠିବ। ବ୍ୟବସାୟରେ ଲାଭ ମିଳିବ।

ମୀନ- ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଆଖିରେ କୌଣସି ସମସ୍ୟା ଦେଖା ଦେଇପାରେ।

Related story