କୁର୍ତ୍ତୀ ସହିତ ସିଲ୍କ୍‌ ଧୋତି ନବରାତ୍ରୀରେ ଆପଣଙ୍କୁ ଦେବ ନୂଆ ଲୁକ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ନବରାତ୍ରୀ’ ଆରମ୍ଭ ହୋଇଛି, ଆଉ ଦଶହରା ପାଖେଇ ଆସୁଛି। ଏବେ ଘରେ ବାହାରେ ଫେଷ୍ଟିଭ୍‌ ମାହୋଲ୍‌। କେବଳ ମହିଳା ନୁହନ୍ତି, ପୁରୁଷମାନେ ମଧ୍ୟ ଦଶହରା ପୂଜାରେ କେଉଁପ୍ରକାର ଡ୍ରେସ୍‌ ପିନ୍ଧିବେ, ତାକୁ ନେଇ ତର୍ଜ୍ଜମା ଆରମ୍ଭ କରିଛନ୍ତି। ପୂଜା ବଜାରକୁ ମଧ୍ୟ ବିଭିନ୍ନ ଫ୍ୟାଶନେବଲ୍‌ ଡ୍ରେସ୍‌ ଆସିଛି। ତେବେ ପୂଜାରେ ପୁରୁଷଙ୍କ ପାଇଁ ବିଭିନ୍ନ ଫ୍ୟାଶନେବଲ୍‌ ଡ୍ରେସ୍‌ ସମ୍ପର୍କରେ ଆମେ ଆପଣଙ୍କୁ କିଛି ଟିପ୍ସ୍ ଦେବୁ। ସିଲ୍କ୍‌ ଧୋତି: ଧୋତି ବିଭିନ୍ନ ପ୍ରକାରର ଅଛି। ତେବେ […]

y

y

Mihir Pattnayak
  • Published: Thursday, 11 October 2018
  • Updated: 11 October 2018, 01:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ‘ନବରାତ୍ରୀ’ ଆରମ୍ଭ ହୋଇଛି, ଆଉ ଦଶହରା ପାଖେଇ ଆସୁଛି। ଏବେ ଘରେ ବାହାରେ ଫେଷ୍ଟିଭ୍‌ ମାହୋଲ୍‌। କେବଳ ମହିଳା ନୁହନ୍ତି, ପୁରୁଷମାନେ ମଧ୍ୟ ଦଶହରା ପୂଜାରେ କେଉଁପ୍ରକାର ଡ୍ରେସ୍‌ ପିନ୍ଧିବେ, ତାକୁ ନେଇ ତର୍ଜ୍ଜମା ଆରମ୍ଭ କରିଛନ୍ତି।
ପୂଜା ବଜାରକୁ ମଧ୍ୟ ବିଭିନ୍ନ ଫ୍ୟାଶନେବଲ୍‌ ଡ୍ରେସ୍‌ ଆସିଛି।

ତେବେ ପୂଜାରେ ପୁରୁଷଙ୍କ ପାଇଁ ବିଭିନ୍ନ ଫ୍ୟାଶନେବଲ୍‌ ଡ୍ରେସ୍‌ ସମ୍ପର୍କରେ ଆମେ ଆପଣଙ୍କୁ କିଛି ଟିପ୍ସ୍ ଦେବୁ।

ସିଲ୍କ୍‌ ଧୋତି: ଧୋତି ବିଭିନ୍ନ ପ୍ରକାରର ଅଛି। ତେବେ ପୂଜା ବଜାରକୁ ଏବେ ଆସିଛି ସିଲ୍କ୍‌ ଧୋତି। ଏହା ପୁରୁଷଙ୍କୁ ଏକ ନୂଆ ଲୁକ୍‌ ଦେଉଛି। ଏହି ଧୋତିକୁ ପିନ୍ଧିବା ପାଇଁ ଆପଣଙ୍କୁ ସେମିତି କିଛି ପରିଶ୍ରମ କରିବାକୁ ପଡ଼ିବ ନାହିଁ। ପିନ୍ଧା ଷ୍ଟାଇଲ୍‌ରେ ଏହି ଧୋତି ସିଲାଇ ହୋଇ ବଜାରରେ ମିଳୁଛି। ଲାଇଟ୍‌ କଲର୍‌ର ସିଲ୍କ୍‌ ଧୋତିରେ ଆପଣ ଗାଢ଼ ରଙ୍ଗର କୁର୍ତ୍ତୀ ପିନ୍ଧି ପାରିବେ। ଏହା ଆପଣଙ୍କୁ ପୂଜାରେ ନୂଆ ଲୁକ୍‌ ଦେବ।
ପଟିଆଲା ସାଲୱାର୍‌: ପଟିଆଲା ସାଲ୍‌ୱାର୍‌ ସହିତ କୁର୍ତ୍ତା ପୁରୁଷଙ୍କୁ ଖୁବ୍‌ ମାନିଥାଏ। ଧୋତି ତୁଳନାରେ ଏହାକୁ ପିନ୍ଧିବା ସହଜ। ଏହା ସହିତ ଆପଣ ପଟିଆଲା କୁର୍ତ୍ତା ମଧ୍ୟ ପିନ୍ଧି ପାରିବେ।
ଯୋଦ୍ଧପୁରୀ ପ୍ୟାଣ୍ଟ୍‌ସ୍‌: ଯଦି ଆପଣଙ୍କ ପାଖରେ ପ୍ରିଣ୍ଟେଡ୍‌ ବ୍ଲେଜର୍‌ ଅଛି, ତେବେ ଏହା ସହିତ ଆପଣ ଦଶହରା ବଜାରକୁ ଆସିଥିବା ଯୋଦ୍ଧପୁରୀ ପ୍ୟାଣ୍ଟ୍‌ସ୍‌ ପିନ୍ଧିପାରିବେ। ଆପଣ ଏହାକୁ ସର୍ଟ କୁର୍ତ୍ତୀ ସହ ମଧ୍ୟ ପିନ୍ଧିପାରିବେ। ଯାହା ଆପଣଙ୍କୁ ଏକ ସ୍ମାର୍ଟ ଲୁକ୍‌ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story