Advertisment

୩୦ ଜୁଲାଇ, ରବିବାର: କେମିତି କଟିବ ଆଜିର ଦିନ

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ମାନ-ସମ୍ମାନ ମିଳିବ। ବୃଷ- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଜାଗା ପରିବର୍ତ୍ତନ କରିବାର ଯୋଗ ରହିଛି। ମିଥୁନ- ଯାନବାହାନ କିଣି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ସମ୍ମାନ ମିଳିବ। କର୍କଟ- ପେଟରେ ଯନ୍ତ୍ରଣା ହୋଇପାରେ। ଜୀବନ ସାଥୀଙ୍କଠାରୁ ମାନ-ସମ୍ମାନ ମିଳିପାରେ। ଅର୍ଥପ୍ରାପ୍ତି ଯୋଗ ରହିଛି। ସିଂହ- ଏହି ରାଶିର ଲୋକମାନେ ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। […]

ଅଦ୍ୟତନ ହୋଇଛି
୫ ଅଗଷ୍ଟ,ଶନିବାର: ଆଜିର ଦିନ କେମିତି କଟିବ

zodaic

Advertisment

ମେଷ- ଏହି ରାଶିର ବ୍ୟକ୍ତିମାନେ ଆଜି ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। ମାନ-ସମ୍ମାନ ମିଳିବ।

Advertisment

ବୃଷ- ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଜାଗା ପରିବର୍ତ୍ତନ କରିବାର ଯୋଗ ରହିଛି।

ମିଥୁନ- ଯାନବାହାନ କିଣି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ସମ୍ମାନ ମିଳିବ।

କର୍କଟ- ପେଟରେ ଯନ୍ତ୍ରଣା ହୋଇପାରେ। ଜୀବନ ସାଥୀଙ୍କଠାରୁ ମାନ-ସମ୍ମାନ ମିଳିପାରେ। ଅର୍ଥପ୍ରାପ୍ତି ଯୋଗ ରହିଛି।

ସିଂହ- ଏହି ରାଶିର ଲୋକମାନେ ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ଚାକିରିରେ ପରିବର୍ତ୍ତନ ହୋଇପାରେ। ଧନହାନି ଯୋଗ ରହିଛି।

Advertisment

କନ୍ୟା- ଯାନବାହନର ସୁଖ ମିଳିପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ତୁଳା- ନୂଆ ଚାକିରିର ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିପାରେ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ବିଛା- ନିଜ ସ୍ୱାସ୍ଥ୍ୟ ଉପରେ ଯତ୍ନ ନିଅନ୍ତୁ। ଆଜି କୌଣସି ଦୂର ସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଅଟକି ରହିଥିବା ଧନ ପାଇପାରନ୍ତି।

ଧନୁ- ପ୍ରେମ ସମ୍ପର୍କରେ ସମସ୍ୟା ଆସିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ।

ମକର- ଏହି ରାଶିର ବ୍ୟକ୍ତିଙ୍କର ଆଜି ବିବାହ ନେଇ ନିଷ୍ପତ୍ତି ହୋଇପାରେ। ପ୍ରେମ ସମ୍ପର୍କରେ ସଫଳତା ମିଳିବ। ଅଟକି ରହିଥିବା କାମ ଆଜି ହେବ।

କୁମ୍ଭ- ବ୍ୟବସାୟରେ ଲାଭବାନ୍ ହୋଇପାରନ୍ତି। ମାନସିକ ଦୁଶ୍ଚିନ୍ତାରୁ ଆଜି ମୁକ୍ତି ମିଳିବ। ମାନ-ସମ୍ମାନ ବଢ଼ିବ।

ମୀନ- ଏହି ରାଶିର ବ୍ୟକ୍ତି ନିଜ କଥା ଉପରେ ଲଗାମ ଦିଅନ୍ତୁ। ଜୀବନ ସାଥୀଙ୍କ ସହ ଝଗଡ଼ା ହୋଇପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe