ରାଶିରୁ ଜାଣନ୍ତୁ ଆଜି କେମିତି କଟିବ ଦିନ

ରାଶିରୁ ଆପଣଙ୍କ ଦିନ କେମିତି କଟିବ ଜଣାପଡିଥାଏ। ଆସନ୍ତୁ ଜାଣିବା ଆଜି ଆପଣଙ୍କ ରାଶି କ’ଣ କହୁଛି। କିଛି ଖରାପ ଦୋଷ ଅଛି କି ? ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କି ଉପାୟ ଅବଲମ୍ବନ କଲେ ଶୁଭଫଳ ମିଳିବ। ମେଷ: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ସେତେଟା ଭଲ ଫଳ ମିଳିବ ନାହିଁ। ଗାଡି ଓ ମେସନାରୀ ଜିନିଷ ବ୍ୟବହାରରେ ସାବଧାନତା ରଖନ୍ତୁ। ବିବାଦଠାରୁ ଦୂରେଇ ରୁହନ୍ତୁ। ଅନ୍ୟ ଉପରେ ଭରଷା କରନ୍ତୁ ନାହିଁ। […]

horoscope

horoscope

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 08:53 AM IST

ରାଶିରୁ ଆପଣଙ୍କ ଦିନ କେମିତି କଟିବ ଜଣାପଡିଥାଏ। ଆସନ୍ତୁ ଜାଣିବା ଆଜି ଆପଣଙ୍କ ରାଶି କ’ଣ କହୁଛି। କିଛି ଖରାପ ଦୋଷ ଅଛି କି ? ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କି ଉପାୟ ଅବଲମ୍ବନ କଲେ ଶୁଭଫଳ ମିଳିବ।

ମେଷ: ଆଜି ଏହି ରାଶିର ବ୍ୟକ୍ତିଙ୍କୁ ସେତେଟା ଭଲ ଫଳ ମିଳିବ ନାହିଁ। ଗାଡି ଓ ମେସନାରୀ ଜିନିଷ ବ୍ୟବହାରରେ ସାବଧାନତା ରଖନ୍ତୁ। ବିବାଦଠାରୁ ଦୂରେଇ ରୁହନ୍ତୁ। ଅନ୍ୟ ଉପରେ ଭରଷା କରନ୍ତୁ ନାହିଁ। ଓଁ ସୋଂ ସୋମାୟ ନମ୍‌ ମନ୍ତ୍ର ଜପ କରନ୍ତୁ ଶୁଭଫଳ ମିଳିବ।

ବୃଷ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ। ଲାଗି ରହିଥିବା ଆଇନଗତ ସମସ୍ୟା ଦୂର ହେବ । ପତ୍ନୀଙ୍କ ଭରପୂର ସହଯୋଗ ମିଳିବ। ବ୍ୟବସାୟ ଠିକ୍‌ ଚାଲିବ। ତେବେ କୌଣସି କାମ କରିବାକୁ ତରତର ହୁଅନ୍ତୁ ନାହିଁ। ଓଁ ଅଂ ଅଂଗାରକାୟ ନମ୍‌ ଜପ କରନ୍ତୁ ଯାହା ବି ସମସ୍ୟା ଥିବ ଦୂରେଇ ଯିବ।

ମିଥୁନ: ଆଜିର ଦିନ ଆପଣଙ୍କୁ ମିଶ୍ରିତ ଫଳ ଦେବ। ଜମିଜମା ଜନିତ କାର୍ଯ୍ୟରେ ଲାଭ ପାଇବେ। ବ୍ୟବସାୟିକ ଯାତ୍ରା ସଫଳ ହେବ। ତେବେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଓଁ ହ୍ରୋଂ ସୂର୍ଯ୍ୟାୟ ନମ୍‌ ଜପ କରନ୍ତୁ ଲାଭ ମିଳିବ।

କର୍କଟ: ଆଜିର ଦିନଟି ଆପଣଙ୍କ ପାଇଁ ବହୁତ ଶୁଭଦାୟକ। ଆଜି ଆପଣଙ୍କୁ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମିଳିବ। ଯାତ୍ରା ଆରାମଦାୟକ ରହିବ। ବ୍ୟବସାୟ ଠିକଠାକ ଚାଲିବ ଓ ଲାଭ ମିଳିବ। କେବଳ ଏତିକି ଧ୍ୟାନ ରଖନ୍ତୁ କୌଣସି ବିବାଦରେ ଫସିବା ପରି କାର୍ଯ୍ୟ କରନ୍ତୁ ନାହିଁ। ଓଁ ହ୍ରୋଂ ସୂର୍ଯ୍ୟାୟ ନମ୍‌ ଜପ କରନ୍ତୁ ସମସ୍ୟା ଦୂର ହୋଇଯିବ।

ସିଂହ: ଆଜିଦିନଟି ଆପଣଙ୍କ ପାଇଁ ଅଦୌ ଭଲ ନୁହେଁ। ଖରାପ ଖବର ପାଇ ଚିନ୍ତାରେ ରହିବେ। ବିବାଦକୁ ଆଗକୁ ବଢାନ୍ତୁ ନାହିଁ। କୌଣସି କାମ କଲେ ମଧ୍ୟ କିଛି ଲାଭ ମିଳିବ ନାହିଁ। ଚିନ୍ତା ବଢିବ। ଓଁ ଚଂ ଚନ୍ଦ୍ରମସେ ନମ୍‌ ଜପ କରନ୍ତୁ ସମସ୍ୟାରୁ ମୁକ୍ତି ମିଳିବ।

କନ୍ୟା: ଆଜିର ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ। ପାଖ ସମ୍ପର୍କୀୟଙ୍କ ନିକଟରେ ପ୍ରତିଷ୍ଠା ବଢ଼ିବ। ଚାକିରି କରୁଥିଲେ ଅଫିସ୍‌ରେ ଆପଣଙ୍କ ଗୁରୁତ୍ୱ ବଢିବ। ବ୍ୟବସାୟକୁ ନେଇ  କୌଣସି ସ୍ଥାନକୁ ଯାତ୍ରା କରିଲେ ସଫଳ ହେବ।  ଓଁ ରାଂ ରାହୱେ ନମ୍‌ ଜପ କରନ୍ତୁ ଅଧିକ ଲାଭ ମିଳିବ।

ତୁଳା: କୌଣସି କାମ କରୁଥିଲେ ମୁଣ୍ଡ ଖଟାନ୍ତୁ, ଲାଭ ମିଳିବ। ଏମିତି କିଛି ସୂଚନା ପାଇବେ ଯାହା ଆପଣଙ୍କୁ ଉତ୍ସାହିତ କରିଦେବ। କାହାରିଙ୍କ ବିବାଦରେ ମଧ୍ୟସ୍ଥି ସାଜନ୍ତୁ ନାହିଁ, ଲାଭ ମିଳିବ। ଓଁ ଶଂ ଶନିଶ୍ଚରାୟ ନମ୍‌ ଜପ କରନ୍ତୁ ସବୁ ସମସ୍ୟା ଦୂର ହୋଇଯିବ।

ବିଚ୍ଛା: ଆଜି ଆପଣଙ୍କ ମିଶ୍ରିତ ଫଳ ମିଳିବ। ଖଳ ପ୍ରକୃତିର ଲୋକେ କ୍ଷତିରେ ପକାଇ ପାରନ୍ତି। ଚାକିରି ଖୋଜୁଥିବା ହଠାତ୍‌ ଲାଭ ମିଳିବ। କୌଣସି ସ୍ଥାନକୁ ଯାଉଥିଲେ ଯାତ୍ରା ସଫଳ ହେବ। ଯୁବକଯୁବତୀଙ୍କ ପାଇଁ ଦିନଟି ଶୁଭ। ଓଁ ହ୍ରୋଂ ସୂର୍ଯ୍ୟାୟ ନମ୍‌ ଜପ କରନ୍ତୁ ଯାହା ବି ସମସ୍ୟା ଆସିବ ଦୂର ହୋଇଯିବ।

ଧନୁ: ଆଜିର ଦିନଟି ଆପଣଙ୍କର ଏତେ ଭଲରେ କଟିବ ନାହିଁ। ଅପେକ୍ଷା କରିଥିବା କାମ ନ ହେବାରୁ ଚିନ୍ତା ବଢିବ। ଅଯଥା ଖର୍ଚ୍ଚାନ୍ତ ହେବେ। ମୂଲ୍ୟବାନ ଦ୍ରବ୍ୟ ସମ୍ଭାଳିକି ରଖନ୍ତୁ। କାହାସହ ବିବାଦୀୟ ସ୍ଥିତି ସୃଷ୍ଟି କରନ୍ତୁ ନାହିଁ। ଓଁ ସୋଂ ସୋମାୟ ନମ୍‌ ଜପ କରନ୍ତୁ।

ମକର: ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁ ଥିଲେ ସଫଳତା ପାଇବେ। ଅଟକି ରହିଥିବା ଧନ ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ହେବ। ଓଁ ରାଂ ରାହୱେ ନମ୍‌ ଜପ କରନ୍ତୁ।

କୁମ୍ଭ: ଯୋଜନା କରିଥିବା କମରେ ସଫଳତା ପାଇବେ। କାର୍ଯ୍ୟସ୍ଥଳରେ ପରିବର୍ତ୍ତନ ଘଟିବାର ଆଶା ରହିଛି। ପ୍ରତିଷ୍ଠା ବଢିବ। ଏହାସତ୍ତ୍ୱେ ମନରେ କିଛିଟା ଅଶାନ୍ତି ରହିବ। ଓଁ କେଂ କେତୱେ ନମ୍‌ ଜପ କରନ୍ତୁ ମନରୁ ଅଶାନ୍ତି ଦୂର ହେବ।

ମୀନ: ଏହି ରାଶିର ବ୍ୟକ୍ତି ତନ୍ତ୍ରମନ୍ତ୍ରରେ ରୁଚି ଦେଖାଇବେ। ଖଳ ପ୍ରକୃତିର ଲୋକଙ୍କଠାରୁ ଦୂରେଇ ରୁହନ୍ତୁ। କୋର୍ଟ, କଚାରୀ କାମରେ ଲାଭ ମିଳିବ। ଧନପ୍ରାପ୍ତିର ଯୋଗ ଅଛି। ଓଁ ହ୍ରୋଂ ସୂର୍ଯ୍ୟାୟ ନମ୍‌ ଜପ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story