ତାଲାବନ୍ଦ-୨.୦ ସମୟରେ କେତେ ନିରାପଦ ଶାରୀରିକ ସମ୍ପର୍କ?

ନୂଆଦିଲ୍ଲୀ: ଏହା ସତ ଯେ ଆମେ କେବେ ସ୍ୱପ୍ନରେ ବି ଭାବି ନ ଥିଲେ କି ଆମକୁ ଏତେ ଦିନ ଧରି ଘରେ ବସି ରହିବାକୁ ପଡ଼ିବ। ହେଲେ ପରିସ୍ଥିତି ଆଗରେ ସମସ୍ତଙ୍କୁ ମୁଣ୍ଡ ନୁଆଁଇବାକୁ ହୁଏ। ଏଣୁ କୋଭିଡ୍-୧୯ ବା ନୋଭେଲ କରୋନା ଭୂତାଣୁକୁ ମାତ୍ ଦେବାକୁ ଲକଡାଉନ ଏବଂ ସାମାଜିକ ଦୂରତ୍ୱକୁ ସମାଧାନର ବାଟ ଭାବେ ଗ୍ରହଣ କରାଯାଇଛି। ଭାରତରେ ଲକଡାଉନ୍ ଅବଧିକୁ ମେ’ ୩ ଯାଏ ବୃଦ୍ଧି କରାଯାଇଛି। ତେବେ ଏ ଲକଡାଉନ୍ […]

intimacy

intimacy

Pragnya Choudhury
  • Published: Friday, 17 April 2020
  • Updated: 17 April 2020, 12:27 PM IST

Sports

Latest News

ନୂଆଦିଲ୍ଲୀ: ଏହା ସତ ଯେ ଆମେ କେବେ ସ୍ୱପ୍ନରେ ବି ଭାବି ନ ଥିଲେ କି ଆମକୁ ଏତେ ଦିନ ଧରି ଘରେ ବସି ରହିବାକୁ ପଡ଼ିବ। ହେଲେ ପରିସ୍ଥିତି ଆଗରେ ସମସ୍ତଙ୍କୁ ମୁଣ୍ଡ ନୁଆଁଇବାକୁ ହୁଏ। ଏଣୁ କୋଭିଡ୍-୧୯ ବା ନୋଭେଲ କରୋନା ଭୂତାଣୁକୁ ମାତ୍ ଦେବାକୁ ଲକଡାଉନ ଏବଂ ସାମାଜିକ ଦୂରତ୍ୱକୁ ସମାଧାନର ବାଟ ଭାବେ ଗ୍ରହଣ କରାଯାଇଛି। ଭାରତରେ ଲକଡାଉନ୍ ଅବଧିକୁ ମେ' ୩ ଯାଏ ବୃଦ୍ଧି କରାଯାଇଛି। ତେବେ ଏ ଲକଡାଉନ୍ ବିଭିନ୍ନ ପ୍ରକାରରେ ସାଧାରଣ ଜୀବନକୁ ପ୍ରଭାବିତ କରିଛି। କହିବାକୁ ଗଲେ ପ୍ରେମୀଯୁଗଳଙ୍କ ସମ୍ପର୍କ ମଧ୍ୟ ଏଥି ଯୋଗୁ ପ୍ରଭାବିତ ହୋଇଛି, ଯାହାକୁ ଏଡ଼ାଇ ଦିଆଯାଇ ନ ପାରେ।

ପ୍ରଥମେ ଲକଡାଉନ୍ ଆଉ ଏବେ ଲକଡାଉନ-୨.୦। କାହା ପାଇଁ ପ୍ରେମ ଓ ପ୍ରଣୟର ବାହାନା ସାଜିଛି ତ ଆଉ କାହା ପାଇଁ ନିଜ ଅସ୍ତବ୍ୟସ୍ତ ବା ଅସଜଡ଼ା ସମ୍ପର୍କକୁ ପୁଣି ପ୍ରେମର ରଙ୍ଗରେ ରଙ୍ଗେଇ ଦେବାକୁ ଆଉ ଏକ ସୁଯୋଗ ଦେଇଛି। ସେକ୍ସୁଆଲ ଲାଇଫ୍ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ। ଏଥିରେ ସନ୍ତୁଳନ ରକ୍ଷା କରିବା ନିହାତି ଜରୁରୀ। ଏହି ପରିପ୍ରେକ୍ଷୀରେ କ୍ୱାରେଣ୍ଟାଇନ୍ ଅବଧି ବିଭିନ୍ନ କପଲ୍‌ମାନଙ୍କୁ ଭିନ୍ନ ଭିନ୍ନ ତରିକାରେ ସମ୍ପର୍କର ନିବିଡ଼ତା ବଢ଼ାଇବାର ସୁଯୋଗ ଦେଇଛି। ଆଉ ସିଙ୍ଗଲ୍ ତଥା ଦୂରରେ ରହୁଥିବା କପଲମାନେ ମଧ୍ୟ ଏହି ଅବଧିରେ ପ୍ରେମକୁ ଅନୁଭବ କରିବାର ଉପାୟ ଖୋଜି ବାହାର କରିଛନ୍ତି।

ପ୍ରକୃତରେ ଲଭବାର୍ଡମାନଙ୍କ ପାଇଁ ଏ କ୍ୱାରେଣ୍ଟାଇନ୍ ଅବଧି ଭିନ୍ନ ଭିନ୍ନ ତରିକ୍କାରେ ନିବିଡ଼ତା ବଢ଼ାଇବାର ସୁଯୋଗ ଆଣି ଦେଇଛି। ହେଲେ ଯେଉଁ ଦମ୍ପତି ବା ପ୍ରେମିକ ପ୍ରେମିକାମାନେ ପରସ୍ପରଠାରୁ ଦୂରରେ ଅଛନ୍ତି, ସେମାନଙ୍କ ଲାଗି ଏହି ଲକଡାଉନ୍-୨.୦ ଟିକେ ମାନସିକ ଅବସାଦ ମଧ୍ୟ ଆଣିଦେଇଛି। ଏଭଳି କପଲ୍ ଏବଂ ସିଙ୍ଗଲମାନଙ୍କ ରିଲେସନଶିପ୍ ଉପରେ ଏହି ଲକଡାଉନ କିଭଳି ପ୍ରଭାବ ପକାଇବ ତାହା ସେମାନଙ୍କୁ ନିଶ୍ଚିତ ଭାବେ ଚିନ୍ତାରେ ପକାଇଛି।

ଲକଡାଉନ୍ ଲାଗି ଅନେକେ ଘରେ ରହୁଥିବାରୁ ସେକ୍ସୁଆଲ୍ ଆକ୍ଟିଭିଟି ବୃଦ୍ଧି ପାଇବାର ଅଧିକ ସୁଯୋଗ ରହୁଛି। ବର୍ତ୍ତମାନ ସୁଦ୍ଧା ସେକ୍ସୁଆଲ ଟ୍ରାନ୍ସମିସନ ଯୋଗୁ କୋଭିଡ୍-୧୯ ଟ୍ରାନ୍ସମିସନର ଆଶଙ୍କା ନେଇ କୌଣସି ତଥ୍ୟ ଜଣାପଡ଼ିନାହିଁ। ମୁଖ୍ୟତଃ କାଶ, ଛିଙ୍କର ଡ୍ରପଲେଟ୍‌ଗୁଡ଼ିକ ଦ୍ୱାରା ଏବଂ ଦ୍ୱିତୀୟତଃ ଦୂଷିତ ପୃଷ୍ଠକୁ ଛୁଇଁବା ଦ୍ୱାରା ମଧ୍ୟ କରୋନା ଭୂତାଣୁ ବ୍ୟାପିଥାଏ। କୌଣସି ପ୍ରକାର ସେକ୍ସୁଆଲ୍ ଇଣ୍ଟରକୋର୍ସ ଦ୍ୱାରା ମଧ୍ୟ ଏହି ଭୂତାଣୁ ସଂକ୍ରମଣ ହୁଏ ବୋଲି କୌଣସି ଠୋସ୍ ପ୍ରମାଣ ମିଳିପାରି ନାହିଁ। କିନ୍ତୁ ସେକ୍ସୁଆଲ୍ ଇଣ୍ଟରକୋର୍ସ ସମୟରେ ଚୁମ୍ବନ ବା କିସିଂ ଯେହେତୁ ଏକ ସାଧାରଣ ଅଭ୍ୟାସ ତେଣୁ ପାଟିର ଲାଳ ମାଧ୍ୟମରେ କରୋନା ସଂକ୍ରମଣର ଖୁବ୍ ଆଶଙ୍କା ରହିଛି।

ଏନେଇ ଆପୋଲୋ ହସ୍ପିଟାଲର ସେକ୍ସୁଆଲ ମେଡିସିନ୍ ଉପରେ ଗବେଷଣା କରୁଥିବା ୟୁରୋପୀୟ କମିଟି ସଦସ୍ୟ ତଥା ସର୍ଜନ ଡା. ଅନୁପ ଧୀର କହିଛନ୍ତି ଯେ, ଚୁମ୍ବନ କରିବା ଦ୍ୱାରା ପାଟିର ସାଲିଭା ବା ଲାଳ ମାଧ୍ୟମରେ ସଂକ୍ରମଣ ହୋଇପାରେ। ଆପଣ ଯଦି ଲକଡାଉନ୍ ଅବଧିରେ ନିଜ ପାର୍ଟନରଙ୍କ ସହ ଗୋଟିଏ ଘରେ ରହୁଛନ୍ତି ଆଉ ଯଦି ଆପଣଙ୍କ ପାର୍ଟନର ନିକଟ ଅତୀତରେ ବିଦେଶ ଯାତ୍ରା କରିଛନ୍ତି ତେବେ ଆପଣ ସେକ୍ସୁଆଲ୍ ଇଣ୍ଟିମାସି ସମୟରେ ଚୁମ୍ବନ ଦେବାରୁ ନିବୃତ୍ତ ରହିବା ଉଚିତ୍। ନ ହେଲେ ସଂକ୍ରମିତ ହୋଇପାରନ୍ତି। କାରଣ କୋଭିଡ୍-୧୯ର ଓରାଲ-ଫିକାଲ ଟ୍ରାନ୍ସମିସନର ଏକ ପ୍ରମାଣ ମଧ୍ୟ ମିଳିଛି। ଏଭଳି ସ୍ଥିତିରେ ଆଉ ଦୁଇ-ତିନି ସପ୍ତାହ ଫିଜିକାଲ ଇଣ୍ଟିମେସିଠାରୁ ଦୂରେଇ ରହିଯିବା ଉଭୟଙ୍କ ପାଇଁ ନିରାପଦ ରହିବ। ଯଦି ଆପଣ କିମ୍ବା ଆପଣଙ୍କ ପାର୍ଟନରଙ୍କଠାରେ କୋଭିଡ୍-୧୯ର କୌଣସି ଲକ୍ଷଣ ଦେଖାଦେଉଛି, ତେବେ ଏହାକୁ ଅଣଦେଖା ନ କରି ନିଜେ ନିଜକୁ ସଫାସୁତୁରା ଓ ପରିସ୍କାର ରଖନ୍ତୁ। ଯଦି ସମ୍ଭବ ନମୁନା ରିପୋର୍ଟ ଆସିବା ଯାଏଁ ଉଭୟ ଭିନ୍ନ ଭିନ୍ନ ରୁମ୍‌ରେ ରୁହନ୍ତୁ।

ତେବେ ଯେଉଁମାନଙ୍କଠାରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ନିକଟ ଅତିଥିରେ ଯଦି ଆପଣ ରାଜ୍ୟ ବାହାରକୁ ବା ଦେଶ ବାହାରକୁ ଯାତ୍ରା କରି ନାହାନ୍ତି, ଘରେ ହିଁ ରହୁଛନ୍ତି ଏବଂ ଜଣେ ପାର୍ଟନରଙ୍କ ସହ ସମ୍ପର୍କରେ ଅଛନ୍ତି, ସେମାନେ ନିଜର ରେଗୁଲାର ସେକ୍ସୁଆଲ ଆକ୍ଟିଭିଟି ରଖିପାରିବେ। ଲକଡାଉନ ସମୟରେ ବଢ଼ିଥିବା ମାନସିକ ଅବସାଦରୁ ମୁକ୍ତି ପାଇବା ଲାଗି ଆପଣ ପାର୍ଟନରଙ୍କ ସହ ନିବିଡ଼ ରୁହନ୍ତୁ ଏବଂ ଏହି ସମୟକୁ ଉପଭୋଗ କରନ୍ତୁ ବୋଲି ଡା. ଧୀର କହିଛନ୍ତି।

ଡା. ଧୀର ଆହୁରି ମଧ୍ୟ କହିଛନ୍ତି ଯେ, ସଂକ୍ରମଣର ଏଭଳି ପରିସ୍ଥିତିରେ କାଜୁଆଲ୍ ସେକ୍ସ କରିବାଠାରୁ ଦୂରେଇ ରହିବା ଆବଶ୍ୟକ। ଯଥା ସମ୍ଭବ ଘରେ ରହିବା ଏବଂ ଅତ୍ୟାବଶ୍ୟକ ହେଲେ ହିଁ ଲୋକଙ୍କ ସଂସ୍ପର୍ଶରେ ଆସିବା ଉଚିତ୍। ତଥାପି ୨ ମିଟର ପର୍ଯ୍ୟନ୍ତ ଶାରୀରିକ ବ୍ୟବଧାନ ରଖିବା ଆବଶ୍ୟକ। ଏହି ନିୟମ ଉଲ୍ଲଙ୍ଘନ କରି କାଜୁଆଲ୍ ସେକ୍ସ କଲେ ତାହା ବିପଜ୍ଜନକ ପରିସ୍ଥିତିକୁ ନିମନ୍ତ୍ରଣ କରିପାରେ।

ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ ସର୍ବନିମ୍ନ ଆବଶ୍ୟକତା ଭିତରେ ବଞ୍ଚିବାକୁ ପଡ଼ୁଛି। ଫଳସ୍ୱରୁପ ଦୈନନ୍ଦିନ ଜୀବନରେ ସେକ୍ସୁଆଲ ଇଣ୍ଟରକୋର୍ସ ପ୍ରକୃତରେ ହ୍ରାସ ପାଇଛି। କିନ୍ତୁ ଏହାର ବିକଳ୍ପରେ ଡିଜିଟାଲ ସେକ୍ସ, ଫୋନ ସେକ୍ସ, ସେକ୍ସ ଟେକଷ୍ଟିଂ, ଇରୋଟିକା ରିଡିଂ, ମାଷ୍ଟରବେସନ ଆଦି ଆକ୍ଟିଭିଟି ମଧ୍ୟ ବୃଦ୍ଧି ପାଇଛି। ଯଦିଓ ଏସବୁରେ କୋଭିଡ୍-୧୯ ବ୍ୟାପିବାର ସମ୍ଭାବନା ରହୁନାହିଁ ତଥାପି ମାଷ୍ଟରବେସନ ଆକ୍ଟିଭିଟି ବେଳେ ଆପଣଙ୍କୁ ସତର୍କ ରହିବା ଆବଶ୍ୟକ। ଏଥିଲାଗି ଯଦି ଆପଣ କୌଣସି ପ୍ରକାର ସେକ୍ସ ଟଏ ବ୍ୟବହାର କରୁଛନ୍ତି, ଆପଣ ପରିସ୍କାର ଓ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ମଧ୍ୟ ଆପଣଙ୍କୁ ସାବୁନ କିମ୍ବା ହେଣ୍ଡ-ଓ୍ୱାଶରେ ଆପଣଙ୍କ ହାତ ଏବଂ ସେକ୍ସ-ଟଏକୁ ମାଷ୍ଟରବେସନ ପୂର୍ବରୁ ଓ ପରେ ୨୦ ସେକେଣ୍ଡ ଯାଏ ଧୋଇ ପରିସ୍କାର କରିବା ଆବଶ୍ୟକ ବୋଲି ଡା. ଧୀର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story