Advertisment

ଭାଗ୍ୟ ବଦଳାଇ ଦେଇ ପାରେ କାନ୍ଥଘଣ୍ଟା: ଜାଣନ୍ତୁ କେଉଁଠି ଟାଙ୍ଗିବେ

ସମସ୍ତଙ୍କ ଘରେ ଘଣ୍ଟା ଥାଏ। ଘଣ୍ଟା ଆମ ଜୀବନରେ ଏକ ପ୍ରମୁଖ ଭୂମିକା ନେଇଥାଏ। ଘରେ ଲୋକେ ବିଭିନ୍ନ ଡିଜାଇନର କାନ୍ଥ ଘଣ୍ଟା ଲଗାଇଥାନ୍ତି। ଜାଣିଛନ୍ତି କାନ୍ଥରେ ଘଣ୍ଟା ଲଗାଇବାର ମଧ୍ୟ କିଛି ନିୟମ ରହିଛି। ଯଦି ଘଣ୍ଟା ଭୁଲ ସ୍ଥାନରେ ରଖିବେ ତେବେ ଏହା ଆପଣଙ୍କୁ ଅସୁବିଧାରେ ପକାଇବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ଘରେ କାଉଁଠି ଘଣ୍ଟା ଟାଙ୍ଗିରେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ। ୧. ବାସ୍ତୁଶାସ୍ତ୍ର ଅନୁଶାରେ ପୂର୍ବ ଦିଗକୁ ଭଗବାନଙ୍କ […]

ଭାଗ୍ୟ ବଦଳାଇ ଦେଇ ପାରେ କାନ୍ଥଘଣ୍ଟା: ଜାଣନ୍ତୁ କେଉଁଠି ଟାଙ୍ଗିବେ

clock

Advertisment

ସମସ୍ତଙ୍କ ଘରେ ଘଣ୍ଟା ଥାଏ। ଘଣ୍ଟା ଆମ ଜୀବନରେ ଏକ ପ୍ରମୁଖ ଭୂମିକା ନେଇଥାଏ। ଘରେ ଲୋକେ ବିଭିନ୍ନ ଡିଜାଇନର କାନ୍ଥ ଘଣ୍ଟା ଲଗାଇଥାନ୍ତି। ଜାଣିଛନ୍ତି କାନ୍ଥରେ ଘଣ୍ଟା ଲଗାଇବାର ମଧ୍ୟ କିଛି ନିୟମ ରହିଛି। ଯଦି ଘଣ୍ଟା ଭୁଲ ସ୍ଥାନରେ ରଖିବେ ତେବେ ଏହା ଆପଣଙ୍କୁ ଅସୁବିଧାରେ ପକାଇବାର ଆଶଙ୍କା ରହିଛି। ଆସନ୍ତୁ ଜାଣିବା ଘରେ କାଉଁଠି ଘଣ୍ଟା ଟାଙ୍ଗିରେ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ।

Advertisment

୧. ବାସ୍ତୁଶାସ୍ତ୍ର ଅନୁଶାରେ ପୂର୍ବ ଦିଗକୁ ଭଗବାନଙ୍କ ସ୍ଥାନ କୁହାଯାଇଥାଏ। କାନ୍ଥ ଘଣ୍ଟାକୁ ଉତ୍ତର-ପୂର୍ବ ଦିଗରେ ଲଗାନ୍ତୁ। ଶୁଭ ଫଲ ପ୍ରଦାନ କରିବ।

୨. ଘରର ଦକ୍ଷିଣ ଦିଗରେ ଘଣ୍ଟା ଲଗାନ୍ତୁ ନାହିଁ। ଏହା ଘର ଉପରେ ନକାରତ୍ମକ ପ୍ରଭାବ ପକାଇଥାଏ।

Advertisment

୩. କାଚ ଭଙ୍ଗା ଥିବା ଘଣ୍ଟା ଘରେ ଲଗାଇବା ଅନୁଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଏପରି ଘଣ୍ଟା ଘରେ ଲଗାଇବା ଦ୍ୱାରା ନକାରତ୍ମକ ପ୍ରଭାବ ପଡିଥାଏ ଓ ଅଶାନ୍ତି ସୃଷ୍ଟି ହୋଇଥାଏ।

୪. ଘରେ ଭୁଲରେ ବନ୍ଦ ହୋଇଥିବା ଘଣ୍ଟା ଲଗାନ୍ତୁ ନାହିଁ। ଘଣ୍ଟା ଖରାପ ସମୟକୁ ଭଲ ସମୟରେ ବଦଳାଇପାରେ। ତେଣୁ ବନ୍ଦ ହୋଇଯାଇଥିବା ଘଣ୍ଟା ଆପଣଙ୍କ ସମୟକୁ ଖରାପ କରିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe