ମୂଳାରେ ଅଛି ଏମିତି ଔଷଧୀୟ ଗୁଣ, ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଲାଡ୍‌ ହେଉକି ତରକାରୀ ମୂଳାକୁ ଲୋକମାନେ ନିଜ ପସନ୍ଦ ଅନୁସାରେ ଖାଇବାକୁ ପସନ୍ଦ କରନ୍ତି।  ମୂଳା ଖାଇ ସ୍ୱାଦର ମଜା ନେଉଥିବା ଲୋକେ ହୁଏତ ଜାଣି ନ ଥିବେ ଯେ, ଏହା ଔଷଧୀୟ ଗୁଣରେ ଭରପୁର ବୋଲି, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ। ମୂଳାରେ ପୋଟାସିୟମ୍‌, ଫୋଲେଟ୍‌, ରାଇବୋପ୍ଲୋବିନ୍‌, ନାଇସିନ୍‌, ଭିଟାମିନ୍ କେ, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଭିଟମିନ୍‌ ବି-୬ ଭଳି ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ […]

o

o

Mihir Pattnayak
  • Published: Saturday, 27 October 2018
  • Updated: 27 October 2018, 08:13 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଲାଡ୍‌ ହେଉକି ତରକାରୀ ମୂଳାକୁ ଲୋକମାନେ ନିଜ ପସନ୍ଦ ଅନୁସାରେ ଖାଇବାକୁ ପସନ୍ଦ କରନ୍ତି।  ମୂଳା ଖାଇ ସ୍ୱାଦର ମଜା ନେଉଥିବା ଲୋକେ ହୁଏତ ଜାଣି ନ ଥିବେ ଯେ, ଏହା ଔଷଧୀୟ ଗୁଣରେ ଭରପୁର ବୋଲି, ଯାହା ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟୀ।

ମୂଳାରେ ପୋଟାସିୟମ୍‌, ଫୋଲେଟ୍‌, ରାଇବୋପ୍ଲୋବିନ୍‌, ନାଇସିନ୍‌, ଭିଟାମିନ୍ କେ, କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଭିଟମିନ୍‌ ବି-୬ ଭଳି ପୋଷକ ତତ୍ତ୍ୱ ରହିଛି। ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ। ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ମୂଳାର ଉପକାରିତା।

ବିପି କଣ୍ଟ୍ରୋଲ କରିଥାଏ: ମୂଳାରେ ପୋଟାସିୟମ୍‌  ଅଧିକ ମାତ୍ରାରେ ଥାଏ, ଯାହା କି ବ୍ଲଡ୍‌ପ୍ରେସ୍‌ରକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଏହା ସହ ମୂଳା ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ।

ହଜମ ଶକ୍ତି ବୃଦ୍ଧି କରେ:  ମୂଳାରେ ଫାଇବର ଅଧିକ ମାତ୍ରାରେ ଥାଏ। ଫଳରେ ଏହାକୁ ଖାଇବା ଦ୍ୱାରା ହଜମ ଭଲ ଭାବେ ହୋଇଥାଏ ଓ ପେଟ ସମସ୍ୟା ଦୂର ହୋଇଥାଏ।

ଇମ୍ୟୁନିଟି ବୃଦ୍ଧି କରେ: ମୂଳାରେ ଥିବା ବିଟାମିନ୍‌ ସି ପ୍ରତୀରକ୍ଷା ପ୍ରଣାଳୀକୁ  ଠିକ୍‌ ଭାବେ ପରିଚାଳିତ କରିବା ସହ ଏହା ଆମ ଇମ୍ୟୁନିଟି ବୃଦ୍ଧି କରି ରୋଗ ଦୂର କରିଥାଏ।

ତ୍ୱଚାକୁ ସୁସ୍ଥ ରଖିଥାଏ: ପ୍ରତିଦିନ  ମୂଳା ଜୁସ୍‌ ପିଇବା ଦ୍ୱାରା ତ୍ୱଚା  ଉଜ୍ୱଳ ଦେଖାଯିବା ସହ ତ୍ୱଚା ସହ ଜଡ଼ିତ ସମସ୍ତ ସମସ୍ୟା ଯଥା ବ୍ରଣ ଓ ମୁହଁ ରୁକ୍ଷ ହେବା ଭଳି ସମସ୍ୟା ଦୂର ହୋଇଥାଏ।

ହାଇଡ୍ରେଟେଡ୍‌ ରଖିବାରେ ସାହାଯ୍ୟ କରିଥାଏ: ମୂଳାରେ ଜଳୀୟ ଅଂଶ ଅଧିକ ପରିମାଣରେ ଥାଏ। ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ମୂଳା ସେବନ କରନ୍ତି  ତେବେ ଶରୀରରେ ପାଣିରେ ମାତ୍ରା କମି ନ ଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story