Advertisment

ଚୋପା ଛଡ଼ାଇ ସେଓ ଖାଆନ୍ତୁ ନାହିଁ

ଭୁବନେଶ୍ୱର:  ସେଓ ଏକ ପୁଷ୍ଟିକର ଫଳ। ଏଥିରେ ବହୁ ମାତ୍ରାରେ ଭରି ରହିଛି   ମିନେରାଲ୍, ଭିଟାମିନ୍ ‘ସି’ ଓ ତନ୍ତୁ (ଫାଇବର)। ସେଓରେ କୋଲେଷ୍ଟରାଲ୍ ଆଦୌ ନ ଥାଏ। ତେବେ ସେଓ ଖାଇବା ବେଳେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର। ଯେପରିକି ସେଓର ଚୋପା ଛଡ଼ାଇ ଖାଇବା ଉଚିତ୍ ନୁହେଁ। କାରଣ ଏହା ଦ୍ୱାରା ସେଓରେ ଥିବା ଭିଟାମିନ୍ ‘ସି’ ବହୁମାତ୍ରାରେ ଭାବେ ନଷ୍ଟ ହୋଇଯାଏ। ସେଓରେ ଭିଟାମିନ୍ ‘ସି’ ଚୋପାର ସବୁଠୁ […]

ଅଦ୍ୟତନ ହୋଇଛି
ଚୋପା ଛଡ଼ାଇ ସେଓ ଖାଆନ୍ତୁ ନାହିଁ

apple

Advertisment

ଭୁବନେଶ୍ୱର:  ସେଓ ଏକ ପୁଷ୍ଟିକର ଫଳ। ଏଥିରେ ବହୁ ମାତ୍ରାରେ ଭରି ରହିଛି   ମିନେରାଲ୍, ଭିଟାମିନ୍ ‘ସି’ ଓ ତନ୍ତୁ (ଫାଇବର)। ସେଓରେ କୋଲେଷ୍ଟରାଲ୍ ଆଦୌ ନ ଥାଏ। ତେବେ ସେଓ ଖାଇବା ବେଳେ କିଛି ଜିନିଷ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଦରକାର। ଯେପରିକି ସେଓର ଚୋପା ଛଡ଼ାଇ ଖାଇବା ଉଚିତ୍ ନୁହେଁ। କାରଣ ଏହା ଦ୍ୱାରା ସେଓରେ ଥିବା ଭିଟାମିନ୍ ‘ସି’ ବହୁମାତ୍ରାରେ ଭାବେ ନଷ୍ଟ ହୋଇଯାଏ। ସେଓରେ ଭିଟାମିନ୍ ‘ସି’ ଚୋପାର ସବୁଠୁ ନିମ୍ନ ଭାଗରେ ରହିଥାଏ। ସେହିପରି ସେଓକୁ ସବୁ ବେଳେ ସକାଳେ ଖାଇବା ଉଚିତ୍। ଖାଲି ପେଟରେ ସେଓ ଖାଇଲେ ଶରୀରରୁ ଟକ୍ସିକ୍ (ଆବର୍ଜନା) ସହଜରେ ବାହାରକୁ ଚାଲି ଆସେ। ତା’ସହିତ ଶରୀରକୁ ଅଧିକ ଶକ୍ତି ମିଳେ ଓ ଏହା ଅଧିକ ଫୂର୍ତ୍ତି ରହେ। ଏହାସହ ଶରୀର ପତଳା ହୁଏ।

Advertisment

କମଳାରେ ଭିଟାମିନ୍ ‘ସି’ ଭରପୂର ମାତ୍ରାରେ ରହିଛି। ଏହା ସହିତ କମଳାରେ ଭିଟାମିନ୍ ଏ, ବି କଂପ୍ଲେକ୍ସ, ପ୍ଲୋବୋନାଇଡ୍, ଏମିନୋ ଏସିଡ ଓ କ୍ୟାଲସିୟମ୍ ରହିଛି। ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ କିମ୍ବା ପରେ କମଳା ଖାଇବା ଉଚିତ। ଖାଦ୍ୟ ଖାଇବା ପୂର୍ବରୁ କମଳା ଖାଇଲେ ଭୋକ ବଢ଼େ। ସେହିପରି ଖାଦ୍ୟ ଖାଇବା ପରେ କମଳା ଖାଇଲେ ପାଚନରେ ସହାୟକ ହୋଇଥାଏ। ତା’ସହିତ ବିଭିନ୍ନ ରୋଗରୁ ଏହା ଶରୀରକୁ ରକ୍ଷା କରିଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe