ରାତିରେ ଡେରିରେ ଶୋଉଛନ୍ତି ବୋଲି ଚିନ୍ତିତ? ବ୍ୟସ୍ତ ହୁଅନ୍ତୁନି, ଆପଣ ସର୍ବଦା ଚିନ୍ତାଶୂନ୍ୟ ରହିବେ

ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା ସ୍ୱାସ୍ଥ୍ୟ ପାଇଁ ଭଲ। ଶରୀର ବିଜ୍ଞାନ କହୁଛି, ସୂର୍ଯ୍ୟ ଉଦୟ ପୂର୍ବରୁ ବିଛଣା ଛାଡ଼ିବା ଉଚିତ। ଏହାଦ୍ୱାରା ମଣିଷର ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ। ସେହିପରି, କୁହାଯାଉଛି ଯେ ଯେଉଁମାନଙ୍କର ଜନ୍ମ ସକାଳ ସମୟରେ ହୋଇଥାଏ, ସାଧାରଣତଃ ସେ ବ୍ୟକ୍ତିମାନେ ସକାଳେ ଶୀଘ୍ର ଉଠନ୍ତି। ମଧ୍ୟାହ୍ନ, ସଂଧ୍ୟା ଓ ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି, ସକାଳୁ ଡେରିରେ ବିଛଣା ଛାଡ଼ିଥାନ୍ତି। କିନ୍ତୁ ବିଜ୍ଞାନ କହୁଛି, ସକାଳେ ଡେରିରେ ଉଠୁଥିବା ଲୋକମାନେ, ଶୀଘ୍ର […]

latenight

latenight

Rakesh Mallick
  • Published: Saturday, 08 July 2017
  • Updated: 08 July 2017, 04:38 PM IST

Sports

Latest News

ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା ସ୍ୱାସ୍ଥ୍ୟ ପାଇଁ ଭଲ। ଶରୀର ବିଜ୍ଞାନ କହୁଛି, ସୂର୍ଯ୍ୟ ଉଦୟ ପୂର୍ବରୁ ବିଛଣା ଛାଡ଼ିବା ଉଚିତ। ଏହାଦ୍ୱାରା ମଣିଷର ମସ୍ତିଷ୍କ ତୀକ୍ଷ୍ଣ ହୋଇଥାଏ। ସେହିପରି, କୁହାଯାଉଛି ଯେ ଯେଉଁମାନଙ୍କର ଜନ୍ମ ସକାଳ ସମୟରେ ହୋଇଥାଏ, ସାଧାରଣତଃ ସେ ବ୍ୟକ୍ତିମାନେ ସକାଳେ ଶୀଘ୍ର ଉଠନ୍ତି। ମଧ୍ୟାହ୍ନ, ସଂଧ୍ୟା ଓ ରାତିରେ ଜନ୍ମ ହୋଇଥିବା ବ୍ୟକ୍ତି, ସକାଳୁ ଡେରିରେ ବିଛଣା ଛାଡ଼ିଥାନ୍ତି। କିନ୍ତୁ ବିଜ୍ଞାନ କହୁଛି, ସକାଳେ ଡେରିରେ ଉଠୁଥିବା ଲୋକମାନେ, ଶୀଘ୍ର ଉଠୁଥିବା ଲୋକଙ୍କଠାରୁ ଅଧିକ ପ୍ରଭାବଶାଳୀ ଓ ଚତୁର ହୋଇଥାନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ସତ। କେମିତି ଆସନ୍ତୁ ଜାଣିବା।

ଗବେଷଣା ଅନୁଯାୟୀ, ସକାଳେ ଶୀଘ୍ର ଉଠୁଥିବା ଲୋକଙ୍କ ପାଖରେ ଗୋଟିଏ ପ୍ରକାରର ଶକ୍ତି ପୁରା ଦିନ ରହିଥାଏ। ସେହିପରି ରାତିରେ ଡେରିରେ ଶୋଇ, ସକାଳେ ଡେରିରେ ଉଠୁଥିବା ଲୋକଙ୍କ ପାଖରେ, ସଂଧ୍ୟାବେଳେ ଅଧିକ ଶକ୍ତି ଦେଖା ଦେଇଥାଏ। ଯାହାଦ୍ୱାରା ଜଣେ ବ୍ୟକ୍ତି ଅଧିକ କାମ କରିବାକୁ ସକ୍ଷମ ହୋଇଥାଏ । ସେଥିପାଇଁ ସକାଳେ ଶୀଘ୍ର ଉଠୁଥିବା ବ୍ୟକ୍ତି ମାନଙ୍କ ଅପେକ୍ଷା ରାତିରେ ଡେରିରେ ଶୋଉଥିବା ବ୍ୟକ୍ତି, ଅଧିକ ସ୍ଥିରଚିତ୍ତ ହୋଇଥିବାର ଦେଖାଯାଏ।

ରିସର୍ଚ୍ଚ ଅନୁଯାୟୀ, ଯେଉଁମାନେ ସକାଳେ ଶୀଘ୍ର ଉଠିଥାନ୍ତି, ସେମାନଙ୍କ ଭିତରେ ବିଷାଦ ବୃଦ୍ଧିକାରୀ କୋର୍ଟିସୋଲ୍ ହର୍ମୋନ୍ ବଢିଥାଏ । କିନ୍ତୁ ରାତିରେ ବେଶୀ ସମୟ ଚେଉଁଥିବା ଲୋକମାନଙ୍କ ଭିତରେ ଏହି ହର୍ମୋନ କମ୍ ଦେଖାଦିଏ। ତେଣୁ ସେମାନେ ଚିନ୍ତାରୁ ମୁକ୍ତ ରହିଥାନ୍ତି। ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ, ରାତିରେ ଚେଇଁ ରହୁଥିବା ଲୋକଙ୍କ ଭିତରେ ନିଜ କାମକୁ ନେଇ ଅଧିକ ସତର୍କତା ପରିଲକ୍ଷିତ ହୋଇଥାଏ। ତେବେ ଶୀଘ୍ର ବିଛଣା ଧରି ସକାଳୁ ଶୀଘ୍ର ଉଠିଲେ ଏହା ଶରୀର ପାଇଁ ସାମଗ୍ରିକ ଭାବରେ ଖୁବ୍ ଭଲ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story