ପାର୍ଟିରେ ଏହି ସବୁ ଖାଦ୍ୟ ଖାଇଲେ ହୋଇପାରେ ହାର୍ଟ ଆଟାକ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ସୁସ୍ଥ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ। ଯାହା ଆଜିର ସମାଜରେ ବହୁତ କମ୍‌ ଦେଖାଯାଉଛି। ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ହୋଇ ଯାହା ମିଳୁଛି ତାହା ଖାଇ ପେଟ ଭର୍ତ୍ତି କରୁଛନ୍ତି। ବର୍ତ୍ତମାନର ଯୁବପୀଢି ବାହାର ଖାଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ପାର୍ଟି ଇତ୍ୟାଦିରେ ଯାହା ଥାଏ ତାକୁ ମନ ଭରି ଖାଇଥାନ୍ତି। ଏହା କିନ୍ତୁ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। […]

w77

w77

Rosalin Rath
  • Published: Thursday, 02 May 2019
  • Updated: 02 May 2019, 07:48 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ଆମକୁ ସୁସ୍ଥ ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ। ଯାହା ଆଜିର ସମାଜରେ ବହୁତ କମ୍‌ ଦେଖାଯାଉଛି। ଲୋକମାନେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ନ ହୋଇ ଯାହା ମିଳୁଛି ତାହା ଖାଇ ପେଟ ଭର୍ତ୍ତି କରୁଛନ୍ତି।

ବର୍ତ୍ତମାନର ଯୁବପୀଢି ବାହାର ଖାଇବାକୁ ଅଧିକ ପସନ୍ଦ କରୁଥିବା ବେଳେ ପାର୍ଟି ଇତ୍ୟାଦିରେ ଯାହା ଥାଏ ତାକୁ ମନ ଭରି ଖାଇଥାନ୍ତି। ଏହା କିନ୍ତୁ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ। ଆପଣ ମଧ୍ୟ ପାର୍ଟି ଇତ୍ୟାଦିକୁ ଯାଉଥିବେ, ଆଉ ସେଠାରେ ଯଦି ଆପଣଙ୍କ ମନ ପସନ୍ଦର ଖାଦ୍ୟ ଦେଖନ୍ତି, ତହାଲେ ଆପଣ ନିଜକୁ ନ ରୋକି ମନ ଇଚ୍ଛା ଖାଇଥାନ୍ତି।

ଆପଣ କିନ୍ତୁ ଜାଣିଛନ୍ତି କି, ପାର୍ଟିରେ ଥିବା ଅନେକ ଖାଦ୍ୟ ଆମ ଶରୀର ପାଇଁ ଖରାପ ହୋଇଥାଏ। ଯାହାକୁ ଖାଇଲେ ଆମର ହାର୍ଟ ସମନ୍ଧୀୟ ଅନେକ ରୋଗ ହେବା ଆଶଙ୍କା ରହିଥାଏ। ତେବେ ଜାଣି ରଖନ୍ତୁ ସେହି ସବୁ ଖାଦ୍ୟ କ’ଣ ଯାହାକୁ ଖାଇଲେ ଆପଣ ହାର୍ଟ ଆଟାକ୍‌ର ମଧ୍ୟ ଶୀକାର ହୋଇପାରନ୍ତି।

ଏନର୍ଜି ଡ୍ରିଙ୍କସ୍‌

ଏନର୍ଜି ଡ୍ରିଙ୍କ୍‌ ପିଉଥିବା ଲୋକ ଏହା ଜାଣିଥିବେ ଯେ, ଏଥିରେ ବହୁ ପରିମାଣରେ କଫିନ୍‌ ରହିଥାଏ। ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆପଣ ପାର୍ଟିକୁ ଯାଉଥିଲେ ଏହାକୁ କମ୍‌ ପିଇବା ପାଇଁ ଚେଷ୍ଟା କରନ୍ତୁ।

ଆଳୁ ଚିପ୍ସ

ଛୋଟ ଛୁଆ ହୁଅନ୍ତୁ ବା ବଡ଼ ଲୋକ ସମସ୍ତେ ଆଳୁ ଚିପ୍ସ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଆପଣ ଏହା ଜାଣିଛନ୍ତି କି, ଏହା ଆପଣଙ୍କ ହାର୍ଟ ପାଇଁ ମଧ୍ୟ ଭଲ ହୋଇ ନ ଥାଏ।

ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ଯେଉଁ ଲୋକ ଅଧିକ ସୋଡିୟମ୍‌ ଖାଇଥାନ୍ତି ସେମାନଙ୍କର ହାର୍ଟ ଜନିତ ସମସ୍ୟା ଦେଖାଯିବାର ବହୁ ଆଶଙ୍କା ଥାଏ। ଆଉ ଏହି ସୋଡିୟମ୍‌ର ପରିମାଣ ଆଳୁ ଚିପ୍ସରେ ଅଧିକ ଥାଏ। ତେବେ ଆପଣ ହାର୍ଟକୁ ସୁସ୍ଥ ରଖିବା ପାଇଁ ଏହାକୁ କମ୍‌ ଖାଆନ୍ତୁ।

ଚିକେନ୍‌ ଫ୍ରାଏ

କୁହାଯାଏ ଯେ, ପ୍ରୋଟିନ୍‌ରେ ଭରପୁର ଚିକେନ୍‌ ଶରୀର ପାଇଁ ଭଲ ହୋଇଥାଏ। କିନ୍ତୁ ପାର୍ଟିରେ ତିଆରି ହେଉଥିବା ଚିକେନ୍‌ରେ ବହୁତ ତେଲ ରହିଥାଏ। ଏହା ସହ ସେଠାରେ ଅଧିକ ମସଲା ମଧ୍ୟ ବ୍ୟବହାର କରାଯାଇଥାଏ, ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେବେ ଆପଣ ପାର୍ଟିକୁ ଗଲେ ଏହି ଜିନିଷ ଖାଇବାରୁ ନିଜକୁ ରୋକନ୍ତୁ।

ସୋଢ଼ା

ସୋଢ଼ା ପିଇବା ଦ୍ୱାରା ଶରୀରରେ ରକ୍ତଚାପ ବଢ଼ିପାରେ। ଆଉ ଶରୀରରେ ରକ୍ତଚାପ ବଢ଼ିଲେ ହାର୍ଟ ଆଟାକ୍‌ ଭଳି ସମସ୍ୟା ଦେଖାଦେଇପାରେ। ତେବେ ଏହାକୁ କେବଳ ପାର୍ଟି ନୁହେଁ ବାହାର ଜାଗାରେ ମଧ୍ୟ ପିଇବା ଆପଣଙ୍କ ପାଇଁ ଖରାପ ହୋଇପାରେ।

ଚାଇନିଜ୍‌ ଫୁଡ୍‌

ଚାଇନିଜ୍‌ ଫୁଡ୍‌ ଆମ ଶରୀର ପାଇଁ କ୍ଷତିକାରକ ଜାଣି ମଧ୍ୟ ଆମେ ଏହାକୁ ଖାଇବାକୁ ନିଜକୁ ରୋକି ପାରି ନଥାଉ। ଛୁଆମାନେ ଏହାକୁ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି। ଚାଇନିଜ୍‌ ଫୁଡ୍‌ରେ ୮୭୫ ମିଲିଗ୍ରାମ୍‌ ସୋଡ଼ିୟମ୍‌ ରହିଥାଏ। ଯାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାକୁ ଛୋଟ ପିଲାଙ୍କୁ ଖାଇବାକୁ ବାରଣ କରନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story